ବିଜେଡି ଯୁବ ଓ ଛାତ୍ର ସଂଗଠନରେ ନବ କଳେବର

ଭୁବନେଶ୍ଵର, ୨୬/୦୮/୨୦୨୫ (ଓଡ଼ିଶା ସମାଚାର)-ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଯୁବ ଓ ଛାତ୍ର ସଂଗଠନରେ   ପରିବର୍ତନ  କରିଛନ୍ତି।…

ବିଜେପିରେ ମିଶିଲେ ବିଜେଡି ନେତା ଓ କର୍ମୀ

ଭୁବନେଶ୍ୱର,୨୫/୦୮/୨୦୨୫ (ଓଡ଼ିଶା ସମାଚାର)-ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରବିବାର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏହି ଅବସରରେ ବଡ଼ଚଣା ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତି, ଉପାଧ୍ୟକ୍ଷ…

କେନ୍ଦ୍ରାପଡା ବିଧାନସଭା କ୍ଷେତ୍ର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ

କେନ୍ଦ୍ରାପଡ଼ା,୨୩/୦୮/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକଙ୍କ ପୌରହିତ୍ୟରେ କଜଳାସ୍ଥିତ କଂଗ୍ରେସ ଭବନରେ ଶନିବାର ଅନୁଷ୍ଠିତ ହୋଇଯାଇଛି…

ଦୁର୍ବୃତ ସହ ଲଢ଼ି ଜୀବନ ବଞ୍ଚାଇଥିବା ଶୁଭସ୍ମିତାଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ

ଏସ୍ ପି ଅଫିସ୍ ଘେରାଉ ଚେତାବନୀ ଦେଲା ବିଜେଡି ମାହାଙ୍ଗା, ୨୧/୦୮/୨୦୨୫(ଓଡ଼ିଶା ସମାଚାର)- ନିଛାଟିଆ ରାସ୍ତାରେ କଲେଜ ଯିବା ବେଳେ ମାହାଙ୍ଗା ବ୍ଲକ ଜେଏନ୍ କଲେଜ ଛାତ୍ରୀ…

ବ୍ଲକ୍ କଂଗ୍ରେସ ସଭାପତି ଚୟନ

ମାହାଙ୍ଗା,୨୧/୦୮/୨୦୨୫(ଓଡ଼ିଶା ସମାଚାର)- ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଧେଶ କ୍ରମେ ରାଜ୍ୟର ପ୍ରତି ବ୍ଲକରେ କଂଗ୍ରେସର ସଭାପତି ଚୟନ ପାଇଁ ବୈଠକ ଅନୁଷ୍ଠିତ ହେଉଛି…

ସାଲେପୁର କୁ ଏନ ଏ ସି ଘୋଷଣା ରୁ ବାଦ ଦେବା ପ୍ରତିବାଦ ରେ ଆଠ ଘଣ୍ଟିଆ ସାଲେପୁର ବନ୍ଦ ପାଳିତ

କଟକ,୧୯/୦୮/୨୦୨୫(ଓଡିଶା ସମାଚାର/ ଅଭୟ ଜେନା)- କଟକ ଜିଲ୍ଲା ସାଲେପୁରକୁ ଏନଏସି ଘୋଷଣାରୁ ବାଦ ଦେବା ପ୍ରତିବାଦରେ ଵିଜେଡି ପକ୍ଷରୁ ମଙ୍ଗଳବାର ୮ ଘଣ୍ଟିଆ ସାଲେପୁର ବନ୍ଦ ଡାକରା…

କିରଣ ସାହୁ କଟକ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ହେବାକୁ ଯାଉଥିଵା ନେଇ ଚର୍ଚ୍ଚା 

କଟକ ସଦର,୧୭/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା  ତଥା କଟକ ସଦର ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ନିଶ୍ଚିନ୍ତକୋଇଲି ବ୍ଲକ ମାଣପୁର ପଞ୍ଚାୟତ ର ଜଣାଶୁଣା ବିଜେପି…

ବିଜେଡ଼ି ସାଂସ୍କୃତିକ ସାମୁଖ୍ୟ ପକ୍ଷରୁ ନନ୍ଦ ଉତ୍ସବ ପାଳିତ 

ଡ଼େରାବିଶ,୧୭/୦୮/୨୦୨୫(ଓଡ଼ିଶା ସମାଚାର)- ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମୁଖ୍ୟ ତରଫରୁ ଡ଼େରାବିଶ ବ୍ଲକ୍ ଅଧିନ ଏଣ୍ଡର ପଂଚାୟତ ଠାରେ ନନ୍ଦ ଉତ୍ସବ ପାଳିତ ହୋଇ ଯାଇଛି ।  ଶ୍ୟାମସୁନ୍ଦରପୁର…

ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀରେ ପ୍ରଧାନମନ୍ତ୍ରୀ/ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର ସମେତ ସବୁ ରାଜ୍ୟ ରାଜଧାନୀରେ ବାଜପେୟୀ ଓ ସର୍ଦ୍ଧାର ପଟେଲ ଙ୍କ ପ୍ରତିମୂର୍ତି ସ୍ଥାପନ ଦାବି ଭୁବନେଶ୍ୱର,୧୬/୦୮/୨୦୨୫ (ଓଡ଼ିଶା ସମାଚାର)-ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ୱର୍ଗତ…