ଦେଓ ରଂଜନ କୁମାର ସିଂ ଉନ୍ନୟନ  କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ

ଭୁବନେଶ୍ୱର,୦୨/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ  ଦେଓ ରଂଜନ କୁମାର ସିଂ ଆଜି ରାଜ୍ୟ ଉନ୍ନୟନ  କମିଶନର ଭାବେ ଦାୟିତ୍ୱ ଗ୍ରହଣ…

ଅକ୍ଷୟ ସୁନୀଲ ଅଗ୍ରୱାଲ ଗଜପତିର ନୂତନ ଜିଲ୍ଲାପାଳ ହେଲେ

ପାରଳାଖେମୁଣ୍ଡି,୦୨/୦୧/୨୦୨୬ (ଓଡ଼ିଶା ସମାଚାର /ତାରିଣୀ ପ୍ରସାଦ ପଣ୍ଡା ): ଗଜପତିର ନୂତନ ଜିଲ୍ଲାପାଳ ଭାବେ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ରାଜ୍ୟ ସରକାର ଦାୟିତ୍ୱ ଦେଇଛନ୍ତି । ଶ୍ରୀ…

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ରୟମାସିକ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମ

ଜଗତସିଂହପୁର ୦୨/୦୧/୨୦୨୬ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଜାନୁୟାରୀ-୨୦୨୬ ଠାରୁ ମାର୍ଚ୍ଚ-୨୦୨୬ ମାସ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ…

ଇଂରାଜୀ ନବବର୍ଷରେ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ପ୍ରବଳ ଭିଡ

କେନ୍ଦ୍ରାପଡ଼ା,୦୧/୦୧/୨୦୨୬(ଓଡ଼ିଶା ସମାଚାର)- ନୂଆ ବର୍ଷ ଉପଲକ୍ଷେ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ଭକ୍ତ ଓ ଶ୍ରଦ୍ଧାଳୁମାନେ କେନ୍ଦ୍ରାପଡ଼ା ଜିଲାର ଆରାଧ୍ୟ ପ୍ରଭୁ ସିଦ୍ଧ…

ନୂଆ ବର୍ଷରେ ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କଲେ ଜିଲାପାଳ

ଜିଲାକୁ ଏକ ନମ୍ବର ଜିଲାରେ ପରିଣତ କରିବାକୁ ଏକଜୁଟ ହୋଇ କାମକର କେନ୍ଦ୍ରାପଡ଼ା,୦୧/୦୧/୨୦୨୬(ଓଡ଼ିଶା ସମାଚାର)-ନୂଆା ବର୍ଷ ଅବସରରେ ଗୁରୁବାର ପୂର୍ବାହ୍ନରେ ଜିଲାପାଳ ରଘୁରାମ ଆର. ଆୟର ଜିଲା…

ଆଇଏଏସ୍ ଅଧିକାରୀ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୦୧/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଅଦଳବଦଳ କରାଯାଇଛି। ରାଜ୍ୟ ସରକାର ନୂଆବର୍ଷର ପ୍ରଥମ ଦିନରେ ବରିଷ୍ଠ ଆଇଏଏସ୍ ଅଧିକାରୀମାନଙ୍କୁ…

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶିତ ୧୫ଟି କାର୍ଯ୍ୟସୂଚୀକୁ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଓ ପରାମର୍ଶ ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ଉପରେ ଆଲୋଚନା…

କେନ୍ଦ୍ରାପଡାରେ ବିଶ୍ୱଶାନ୍ତି ପ୍ରାର୍ଥନା ଦିବସ

କେନ୍ଦ୍ରାପଡ଼ା,୦୧/୦୧/୨୦୨୬(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିର ଝୁଲଣମଣ୍ଡପ ସମ୍ମୁଖରେ ବିଶ୍ୱଶାନ୍ତି ପ୍ରାର୍ଥନା ଦିବସ ପାଳିତ ହୋଇଯାଇଛି । ଦିବ୍ୟଜୀବନ ସଂଘ…

ନୂଆବର୍ଷ ରେ ଖଲ୍ଲିକୋଟ ମାରୁଆ ପାହାଡ଼ ରେ ଥିବା ବନ ଦୁର୍ଗା ଙ୍କ ପୀଠ ଚଳ ଚଞ୍ଚଳ

ଖଲ୍ଲିକୋଟ ୦୧/୦୧/୨୦୨୬(ଓଡ଼ିଶା ସମାଚାର)-  ପବିତ୍ର ନବ ବର୍ଷ ଉପଲକ୍ଷେ ଖଲ୍ଲିକୋଟ ଅଞ୍ଚଳ ର ବିଭିନ୍ନ ପର୍ୟ୍ୟଟନ ସ୍ଥଳୀ ଓ ଆଧ୍ୟାତ୍ମିକ ସ୍ଥାନ ମାନଙ୍କ ରେ ଲୋକ ମାନଙ୍କର…

ନୂଆବର୍ଷ ରେ ଆଦିବାସୀ ବସ୍ତିରେ ଶୀତବସ୍ତ୍ର ବଣ୍ଟନ

ମାହାଙ୍ଗା,୦୧/୦୧/୨୦୨୬( ଓଡିଶା ସମାଚାର /ଅଭୟ ଜେନା)- ନୂଆବର୍ଷକୁ ବିଭିନ୍ନ ଢଙ୍ଗରେ ଲୋକେ ପାଳନ କରୁଥିବା ବେଳେ, ଭୋଜି ଭାତ ନାଚ ଗୀତ ଏବଂ ସଭା ସମାବେଶ ଠାରୁ…