ଉତ୍କଳ ସେବାନିବୃତ୍ତ ସେନାନୀ ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କୁ ଭେଟି ପୂର୍ବ ସୈନିକଙ୍କ କଲ୍ୟାଣ ନିମିତ୍ତ ଗୁରୁତ୍ୱପୂର୍ଣ୍ଣ ଦାବି ସମ୍ବଳିତ ସ୍ମାରକପତ୍ର ଦାଖଲ
ନୂଆଦିଲ୍ଲୀ/ ଭୁବନେଶ୍ୱର,୦୬/୦୧/୨୦୨୬ (ଓଡ଼ିଶା ସମାଚାର)- ଓଡ଼ିଶାର ଅଗ୍ରଣୀ ପୂର୍ବ ସୈନିକ ସଙ୍ଗଠନ ଉତ୍କଳ ସେବାନିବୃତ୍ତ ସେନାନୀ ପକ୍ଷରୁ ଏକ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି…
