ଯାଜପୁର ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ।

ଯାଜପୁର, ୦୮/୧୨/୨୦୨୪ (ଓଡ଼ିଶା ସମାଚାର)-ଆଜି ଅପରାହ୍ନରେ ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ଖରିଫ୍ ବର୍ଷ ୨୦୨୪-୨୫ ପାଇଁ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ…

ଧାନ ର ୮୦୦ ଟଙ୍କା ଅତିରିକ୍ତ ଇନପୁଟ ସହାୟତା ପ୍ରଦାନ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଓ ଜିଲ୍ଲା ସ୍ତରୀୟ  କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

 ଜଗତସିଂହପୁର, ୦୮/୧୨/୨୦୨୪ (ଓଡ଼ିଶା ସମାଚାର)-ଆଜି ବରଗଡ଼ର ସୋହେଲା ଠାରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ସମଗ୍ର ଓଡ଼ିଶାର ଚାଷୀ ଭାଇ-ଭଉଣୀଙ୍କ ପାଇଁ ଧାନ କ୍ୱିଣ୍ଟାଲ ପ୍ରତି ୮୦୦ ଟଙ୍କା…

ଯାଜପୁର ଜିଲ୍ଲାସ୍ତରୀୟ ଧାନର ସହାୟକ ମୂଲ୍ୟ ଉପରେ ୮୦୦ ଟଙ୍କାର ଅତିରିକ୍ତ ଇନପୁଟ ସହାୟତା ପ୍ରଦାନର ଶୁଭାରମ୍ଭ କାର୍ଯ୍ୟକ୍ରମ।

ଯାଜପୁର, ୦୮/୧୨/୨୦୨୪ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ଯାଜପୁରର କୁସୁମା ସମ୍ମୁଖସ୍ଥ ପଡିଆଠାରେ ଜିଲ୍ଲାସ୍ତରୀୟ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ…

ଲୋକଙ୍କ ସରକାର, ଚାଷୀଙ୍କ ସରକାର – ବରଗଡ ସୋହେଲାରେ ଚାଷୀ ସମାବେଶ, ଚାଷୀଭାଇମାନେ ପାଇଲେ ୮୦୦ ଟଙ୍କା ଇନ୍‌ପୁଟ ସହାୟତା, କ୍ବିଣ୍ଟାଲ ପିଚ୍ଛା ୩୧୦୦ ଟଙ୍କା

ଆଜି ୨୧,୫୦୦ ଚାଷୀ ପାଇଲେ ଇନପୁଟ୍  ସହାୟତା, ଆଜି ଠାରୁ ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ ମିଳିବ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ଧାନକିଣା ବ୍ୟବସ୍ଥାକୁ…

ମୁଖ୍ୟମନ୍ତ୍ରୀ କରିବେ ଚାଷୀଙ୍କ ପାଇଁ ଇନପୁଟ ସହାୟତା ବ୍ୟବସ୍ଥାର ଶୁଭାରମ୍ଭ

ବରଗଡ଼ର ସୋହେଲାରେ ମୁଖ୍ୟ ସମାବେଶ,  ସବୁ ଜ଼ିଲ୍ଲାରେ  ପ୍ରସ୍ତୁତି ଶେଷ ଭୁବନେଶ୍ୱର,୦୭/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କଥା ଦେଇ କଥା ରଖିଲେ ସରକାର । କୃଷକମାନଙ୍କ ସ୍ୱାର୍ଥକୁ…

ଓୟୁଏଟି ନିର୍ମିତ ମାଣ୍ଡିଆ ଅମଳ ଓ ଚୋପା ଛଡା ଯନ୍ତ୍ରର ତାଲିମ କାର୍ଯ୍ୟକ୍ରମ

ଜଗତସିଂହପୁର, ୦୭/୧୨/୨୦୨୪ (ଓଡ଼ିଶା ସମାଚାର)-କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂହପୁର ପରିସରରେ ଗ୍ରାମୀଣ ଯୁବକ ଓ ଯୁବତୀ ମାନଙ୍କ ନିମନ୍ତେ ଅମଳ ପରବର୍ତ୍ତୀ ପରିଚାଳନା ଓ ପକ୍ରୀୟାକରଣ ଉପରେ…

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କାର୍ଯ୍ୟାବଳୀର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହଦେଓ

ଭୁବନେଶ୍ୱର,୦୬/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି କୃଷି ଭବନ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ…

କୃଷି ବିଜ୍ଞାନ କେନ୍ଦ୍ରରେ ଅମଳ ପରବର୍ତ୍ତୀ ଯତ୍ନ ଓ ପ୍ରକ୍ରିୟାକରଣ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ

ଜଗତସିଂହପୁର ୦୬/୧୨/୨୦୨୪ (ଓଡ଼ିଶା ସମାଚାର)-କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂହପୁର ଆନୁକୁଲ୍ୟରେ ଅମଳ ପରବର୍ତ୍ତୀ ଯତ୍ନ ଓ ପ୍ରକ୍ରିୟାକରଣ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।…

ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା  ଦିବସ – ୨୦୨୪ ଅନୁଷ୍ଠିତ

ଭୁବନେଶ୍ୱର, ୦୬/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ୱର ସ୍ଥିତ କୃଷି ଭବନ ଅଡିଟୋରିଅମରେ ରାଜ୍ୟ ସ୍ତରୀୟ “ବିଶ୍ୱ ମୃତ୍ତିକା ଦିବସ” ମହା ସମାରୋହରେ ପାଳନ କରାଯିବା ସହିତ…

ବିଶ୍ଵ ମୃତ୍ତିକା ଦିବସ ପାଳିତ

ଜଗତସିଂହପୁର,୦୫/୧୨/୨୦୨୪ (ଓଡ଼ିଶା ସମାଚାର)- ଆଜି ତିର୍ତ୍ତୋଲ ବ୍ଲକର ମଣିଜଙ୍ଗା ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳନ କରାଯାଇଛି। ଉକ୍ତ ଉତ୍ସବରେ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ…