ବିଭିନ୍ନ ସ୍ୱାସ୍ଥ୍ୟାନୁଷ୍ଠାନରେ ଅଗ୍ନି ନିରାପତ୍ତା ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ

                                                                    କମିଟି ଗଠନ କଲେ ମୁଖ୍ୟ ଶାସନ ସଚିବ ଭୁବନେଶ୍ୱର, ୧୪/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଉଭୟ ମହାନଗର ନିଗମ ଏବଂ ଜିଲ୍ଲାଗୁଡ଼ିକ ଅଧିନରେ ଥିବା ପ୍ରତ୍ୟେକ…

ଜିଲାରେ ମେଡିକାଲ ପ୍ରତିଷ୍ଠା ପାଇଁ କ୍ରିୟାନୁଷ୍ଠାନ କମିଟିର ସାନି ଉଦ୍ୟମ

କେନ୍ଦ୍ରାପଡ଼ା, ୧୩/୭/୨୦୨୪ (ଓଡ଼ିଶା ସମାଚାର)-  ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଦୀର୍ଘ ତିନି ବର୍ଷ ଧରି କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଧାରାବାହିକ ଭାବରେ ଚାଲିଥିବା ଆନ୍ଦୋଳନକୁ…

ଜଗତସିଂହପୁର ଜିଲ୍ଲାସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

ଜଗତସିଂହପୁର,୧୧/୭/୨୦୨୪ (ଓଡ଼ିଶା ସମାଚାର)-ଜ଼ିଲ୍ଲା ସ୍ୱାସ୍ଥ୍ୟ ସମିତି ଜଗତସିଂହପୁର ଆନୁକୁଲ୍ୟରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଜନସଂଖ୍ୟା ସ୍ଥିରତା ସଚେତନତା  ଅଡିଓ ଓ ଭିଡିଓ ରଥ ଅତିରିକ୍ତ ଜ଼ିଲ୍ଲା ମୁଖ୍ୟ…

କେନ୍ଦ୍ରାପଡ଼ା ଜିଲାସ୍ତରୀୟ ଜୁନୋସିସି ଦିବସ ପାଳିତ

କେନ୍ଦ୍ରାପଡ଼ା, ୬/୭/୨୦୨୪ (ଓଡ଼ିଶା ସମାଚାର)- ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ପୁରାତନ ଚିକିତ୍ସାଳୟସ୍ଥିତ ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ଜୁନୋସିସି ଦିବସ ପାଳିତ ହୋଇଯାଇଛି । ଜିଲା ମୁଖ୍ୟ…

ଜଗତସିଂହପୁର ଜିଲ୍ଲାସ୍ତରୀୟ ଜୁନସିସ ଦିବସ ପାଳନ

ଜଗତସିଂହପୁର, ୬/୭/୨୦୨୪ (ଓଡ଼ିଶା ସମାଚାର)-ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ବିଶ୍ବ ଜୁନସିସ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘ୍ନ ଦାଶଙ୍କ ଅଧ୍ୟକ୍ଷତାରେ…

ଇଣ୍ଡିଆନ  ମେଡିକାଲ   ଆସୋସିଏସନର   ଯାଜପୁର   ଶାଖା   ଆନୁକୂଲ୍ୟରେ   ଜାତୀୟ   ଡାକ୍ତର   ଦିବସ  ପାଳିତ ।

ଯାଜପୁର , ୪/୭/୨୦୨୪ (ଓଡ଼ିଶା ସମାଚାର)-ପ୍ରତ୍ୟେକ ବର୍ଷ ଜୁଲାଇ ମାସ ଏକ ତାରିଖରେ ସମଗ୍ର ଭାରତରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଥିବା ସମୟରେ ଇଣ୍ଡିଆନ ମେଡିକାଲ…

 ସେବା ପ୍ରଦାନକାରୀ ସଂସ୍ଥା ଦ୍ୱାରା ନିୟୋଜିତ ଡାକ୍ତର/ ବିଶେଷଜ୍ଞ/ କର୍ମଚାରୀମାନଙ୍କ ଯୋଗ୍ୟତା ପ୍ରମାଣପତ୍ର ଇତ୍ୟାଦି ଯାଞ୍ଚ ଓ ତଦାରଖ

ଭୁବନେଶ୍ୱର, ୨/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରାଥମିକ/ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକର ପରିଚାଳନା ଏବଂ ନିର୍ଦ୍ଧାରିତ ସ୍ତରରେ ଡାଇଲିସିସ୍‌, ସିଟି ସ୍କାନ୍‌ ଓ…

ବାଲିଆରେ ଜାତୀୟ ଚିକିତ୍ସକ ଦିବସ ପାଳିତ

କେନ୍ଦ୍ରାପଡ଼ା,୨/୭/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ଗ୍ରାମପଂଚାୟତର ବାଲିଆ ବଜାରସ୍ଥିତ ସାରସ୍ୱତ ମାର୍କେଟ କମ୍ପ୍ଲେକ୍ସ ପରିସରରେ ପ୍ରଥମ ଥର ପାଇଁ ପ୍ରାଣକୃଷ୍ଣ ସାମଲଙ୍କ ସଂଯୋଜନାରେ…

ଜିଲ୍ଲାସ୍ତରୀୟ ସମନ୍ୱିତ ସ୍ବାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ଶୁଭାରମ୍ଭ

ଜଗତସିଂହପୁର ୧/୭/୨୦୨୪ (ଓଡ଼ିଶା ସମାଚାର)-ଜିଲ୍ଲା ସ୍ବାସ୍ଥ୍ୟ ସମିତି, ଜଗତସିଂହପୁର ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ସମନ୍ୱିତ ସ୍ବାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ଶୁଭାରମ୍ଭ ହୋଇଛି।ତା ୦୧.୦୭.୨୪ ଠାରୁ ୩୧.୦୮.୨୪ ଦୁଇ…

ଜାତୀୟ ସ୍ୱାସ୍ଥ୍ୟ ମିଶନର ସମୀକ୍ଷା ବୈଠକ

ଭୁବନେଶ୍ୱର, ୧/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଜାତୀୟ ସ୍ୱାସ୍ଥ୍ୟ ମିଶନ ମୁଖ୍ୟ କାର୍ଯ୍ୟାଳୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ…