ଜନଜାତି ଶିକ୍ଷା, ମହିଳା ସଶକ୍ତିକରଣ, ହିତାଧିକାରୀ କଲ୍ୟାଣ ଓ ଗ୍ରାମ୍ୟ ଉଦ୍ୟୋଗର ସର୍ବାଙ୍ଗୀନ ବିକାଶ ଆମର ପ୍ରାଥମିକତା – ଧର୍ମେନ୍ଦ୍ର ପ୍ରଧାନ
ଝରବାହାଳ ଏସଏସଡି ହାଇସ୍କୁଲରେ ପୌଡ଼ି ଭୂୟାଁ, ମୁଣ୍ଡା ଓ ଅନ୍ୟ ଜନଜାତି ଛାତ୍ରଛାତ୍ରୀଙ୍କ ସହ କଲେ ଭାବବିନିମୟ • ଗୋଳାବନ୍ଧ ଠାରେ ‘ସୁଭଦ୍ରା ଶକ୍ତି କେନ୍ଦ୍ର’ ଉଦ୍ଘାଟନ…
