ଉତ୍କଳ ସମ୍ମିଳନୀ ପକ୍ଷରୁ ରାଧାନାଥଙ୍କ ଜୟନ୍ତୀ ପାଳିତ

କେନ୍ଦ୍ରାପଡ଼ା,୨୮/୦୯/୨୦୨୫(ଓଡ଼ିଶା ସମାଚାର)- ଓଡ଼ିଆ କାବ୍ୟ ସାହିତ୍ୟରେ ଆଧୁନିକତାର ଯୁଗ ପ୍ରବର୍ତକ କବିବର ରାଧାନାଥ ରାୟଙ୍କ ୧୭୮ତମ ଜୟନ୍ତୀ ସମାରୋହ ଉତ୍କଳ ସମ୍ମିଳନୀ ଓ କେନ୍ଦ୍ରାପଡ଼ା ଜିଲା ସାହିତ୍ୟ…

ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ାରୁ ଦେଶକୁ ଦେଲେ ଅନେକ ଉପହାର

ଝାରସୁଗୁଡା/ଭୁବନେଶ୍ୱର/ବ୍ରହ୍ମପୁର,୨୭/୦୯/୨୦୨୫(ଓଡ଼ିଶା ସମାଚାର)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଝାରସୁଗୁଡା ଠାରେ ଆୟୋଜିତ ଯୁବସମାବେଶକୁ ସମ୍ବୋଧିତ କରି ପ୍ରଥମେ ଜୟ ଜଗନ୍ନାଥ, ମା ସମଲେଇ ଓ ମା ରାମଚଣ୍ଡୀଙ୍କ ନାମ…

ହୀରାକୁଦ ଜଳ ଭଣ୍ଡାରର ଆଉ ମାତ୍ର ୬ଟି ଗେଟ୍ ଖୋଲା

ସମ୍ବଲପୁର,୨୭/୦୯/୨୦୨୫(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ଆଉ ମାତ୍ର ୬ଟି ଗେଟ୍ ଖୋଲା ରହିଛି । ହୀରାକୁଦ ଜଳ ଭଣ୍ଡାରର ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ…

ପୂଜା ମଣ୍ଡପ କାର୍ଯ୍ୟର ସମୀକ୍ଷା କଲେ କଟକ ମେୟର ଓ କମିଶନର

କଟକ ୨୭/୦୯/୨୦୨୫ (ଓଡ଼ିଶା ସମାଚାର/ ଅଭୟ ଜେନା )ଶାରଦୀୟ ଦୂର୍ଗାପୂଜା ଉପଲକ୍ଷେ କଟକ ମେୟର ସୁବାସ ସିଂ ଓ କମିସନର କିରଣଦିପ୍ କୈାର ସହୋତା  କଟକ ସଦର…

ଲୋହିଆ ଏକାଡେମୀ ପକ୍ଷରୁ କିଶନ ପଟ୍ଟନାୟକ ସ୍ମାରକୀ ବକ୍ତୃତା

ଭାରତରେ ଗଣତନ୍ତ୍ରର ଅସ୍ତିତ୍ୱ ଆଜି ପର୍ଯ୍ୟନ୍ତ ବଞ୍ଚିରହିବାର ଶ୍ରେୟ ଜବାହରଲାଲ ନେହେରୁଙ୍କୁ ଯିବ ଭୁବନେଶ୍ୱର ୨୭/୦୯/୨୦୨୫ (ଓଡ଼ିଶା ସମାଚାର)-  ବିଶିଷ୍ଟ ସମାଜବାଦୀ ନେତା, ବିପ୍ଲବୀ ଚିନ୍ତକ ଏବଂ…

ମହମ୍ମଦଙ୍କ ବାଣୀକୁ ଅସମ୍ମାନ କରି ଯୁବକ ଗିରଫ

କେନ୍ଦ୍ରାପଡ଼ା,୨୭/୦୯/୨୦୨୫(ଓଡ଼ିଶା ସମାଚାର)-ମହମ୍ମଦଙ୍କ ବାଣୀକୁ ଅସମ୍ମାନ କରିବା ଓ ଏହାକୁ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରିବା ଅଭିଯୋଗରେ କେନ୍ଦ୍ରାପଡ଼ା ଟାଉନ୍ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି…

ବାଲିଗୁଡା : ପାର୍ବଣ କୁ ନେଇ ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବାଲିଗୁଡା,୨୭/୦୯/୨୫ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲ୍ଲାରେ ଭାଇଚାରା ଓ ଶାନ୍ତି ଶୃଙ୍ଖଳା ରେ ପାର୍ବଣ ପାଳିବାକୁ ଆହ୍ଵାନ ଦେଇଛନ୍ତି ଜିଲ୍ଲା ପ୍ରଶାସନ। କୌଣସି ସୋସିଆଲ…

୩୨ ବର୍ଷ ହେଲା ଖତ ଖାଉଛି ଵିରିଵାଟୀ କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପ, ପୁନଃରୁଦ୍ଧାର ଦାବି

କଟକ ସଦର,୨୭/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଅଭାଵି ବିଦ୍ୟୁତ୍ କରେଣ୍ଟ ପୁରଣ କରିବା ଉଦ୍ଧେଶ୍ୟରେ କଟକ ଜିଲ୍ଲା ର ଵିରିଵାଟୀ ଠାରେ ତାଳଦଣ୍ଡା କେନାଲ ଉପରେ…

ବ୍ଲକ୍ ସମ୍ମୁଖରେ କମ୍ୟୁନିଟି ସପୋର୍ଟ ଷ୍ଟାଫ ଙ୍କ ଧାରଣା ଷଷ୍ଠ ଦିନରେ

ଲକ୍ଷ୍ମୀପୁର,୨୭/୦୯/୨୫(ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)- ଲକ୍ଷ୍ମୀପୁର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ବିଭାଗର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କର ସ୍ଥାୟୀ ଦରମା ଦାବି କରି ଦେଇଥିବା ଧାରଣା…