ବରିଷ୍ଠ ସାମ୍ବାଦିକ ସନାତନ ରାଏ ଓ ଶତାୟୁ ନୃସିଂହ ରଥଙ୍କୁ ସମ୍ମାନ

ଆଠଗଡ,୧୭/୧୨/୨୦୨୫ (ଓଡ଼ିଶା ସମାଚାର)-  ଆଠଗଡର ସର୍ବ ବୟୋଜ୍ୟେଷ୍ଠ ସାମ୍ବାଦିକ ୯୩ ବର୍ଷରେ କାର୍ଯ୍ୟରତ ସନାତନ ରାଏଙ୍କୁ ଗଦାସହି ପରିଷଦର ସଭାପତି ଶ୍ରୀଧର ରଥଙ୍କ ନେତୃତ୍ୱରେ ଏକ ଦଳ…

ଆଠଗଡର ବିକାଶରେ ଗଦାସାହିର ଭୁମିକା ସର୍ବଦା ଅତୁଳନୀୟ

ଆଠଗଡ,୧୭/୧୨/୨୦୨୫ (ଓଡ଼ିଶା ସମାଚାର)-  ଆଠଗଡର ବିକାଶରେ ଗଦାସାହିର ଭୁମିକା ସର୍ବଦା ଅତୁଳନୀୟ ବୋଲି ଗଦାସାହିର ରୌପ ଜୟନ୍ତୀ ସମାହାରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ପରିଷଦର ସଭାପତି…

ପୂର୍ବତନ ନିର୍ଦେଶକ ଙ୍କ ବିୟୋଗରେ କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ଶୋକ

କେନ୍ଦ୍ରାପଡ଼ା,୧୭/୧୨/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଅର୍ବାନ କୋଅପରେଟିଭ ବ୍ୟାଙ୍କର ପୂର୍ବତନ ନିର୍ଦେଶକ ସ୍ୱର୍ଗତ ରବୀନ୍ଦ୍ର ମୋହନ ସାହୁଙ୍କ ବିୟୋଗରେ ବ୍ୟାଙ୍କ ପକ୍ଷରୁ ଗଭୀର ଶୋକବ୍ୟକ୍ତ କରାଯାଇଛି । ଏଥିସହିତ…

ବିଶ୍ୱଶାନ୍ତି ପ୍ରାର୍ଥନା ଦିବସ ପାଇଁ ଆଧ୍ୟାତ୍ମିକ ଆଲୋଚନା

କେନ୍ଦ୍ରାପଡ଼ା, ୧୭/୧୨/୨୦୨୫(ଓଡ଼ିଶା ସମାଚାର)-ଇନ୍ଦୁପୁରସ୍ଥିତ ବିରୂପା ମହାବିଦ୍ୟାଳୟ ପରିସରରେ ‘ବିଶ୍ୱଶାନ୍ତି ନିମନ୍ତେ ପ୍ରାର୍ଥନା’ ପାଇଁ ଏକ ଆଧ୍ୟାତ୍ମିକ ସଙ୍କଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି ।ଏହି ଉପଲକ୍ଷେ ମହାବିଦ୍ୟାଳୟ ଅଧ୍ୟକ୍ଷ…

କେନ୍ଦ୍ରାପଡ଼ା ତହସିଲରେ ଜିଲାପାଳଙ୍କ ରାଜସ୍ୱ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

କେନ୍ଦ୍ରାପଡ଼ା,୧୭/୧୨/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ତହସିଲରେ ବୁଧବାର ଜିଲାପାଳ ରଘୁରାମ ଆର. ଆୟର ରାଜସ୍ୱ ସଂକ୍ରାନ୍ତୀୟ ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣି କରିଛନ୍ତି । ଏହି ଅଭିଯୋଗ ଶୁଣାଣିରେ କେନ୍ଦ୍ରାପଡା…

ରାଜଧାନୀରେ ନିର୍ମାଣ ହେବ ମାହାଙ୍ଗା ଭବନ

ମାହାଙ୍ଗା, ୧୭/୧୨/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା )-ମାହାଙ୍ଗାର କଳା, ସାହିତ୍ୟ, ସଂସ୍କୃତି, ସ୍ଥାପତ୍ୟ,ଐତିହ୍ୟ, ପରମ୍ପରା ଏବଂ ଭାଇଚାରାକୁ ଅକ୍ଷୁର୍ଣ୍ଣ ରଖିବା ସହିତ ସେବା ଓ ସହାୟତାର…

ରାଜକୃଷ୍ଣ ବୋଷଙ୍କ ଜୟନ୍ତୀ ସଭାରୁ ଏକାଧିକ ମୋବାଇଲ ଫୋନ୍ ପକେଟ୍ ମାର ହୋଇଥିବା ଅଭିଯୋଗ

କଟକ ସଦର,୧୭/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଜି ବୁଧବାର ଦିନ କିଶନନଗର ଠାରେ ଅନୁଷ୍ଠିତ ଓଡ଼ିଶା ର ପ୍ରଥମ ରାଜଵନ୍ଦୀ ପୂର୍ବତନ ମନ୍ତ୍ରୀ ରାଜକୃଷ୍ଣ ବୋଷଙ୍କ…

ଆଧାରକାର୍ଡରେ ନାମ ତ୍ରୁଟି ଯୋଗୁଁ ଅସହାୟ ବିଧବାମହିଳା ଭତା ପାଇବାରୁ ବଂଚିତ

ବାଲିଗୁଡା, ୧୭/୧୨/୨୦୨୫(ଓଡ଼ିଶା ସମାଚାର)-ଆଧାରକାର୍ଡରେ ନାମ ତ୍ରୁଟି ଯୋଗୁଁ ଅସହାୟ ବିଧବା ମହିଳା ଭତା ପାଇବାରୁ ବଂଚିତ ହୋଇଛନ୍ତି । ବାଲିଗୁଡା ବ୍ଲକ ଅନ୍ତର୍ଗତ ମିଡିଆକିଆ ପଂଚାୟତର ପୁରୁଣା…

ପିଏମ୍ ସୂର୍ଯ୍ୟଘର : ନିଃଶୁଳ୍କ ବିଦ୍ୟୁତ ଯୋଜନା ସଂପର୍କୀତ ସଚେତନତା କର୍ମଶାଳା

ସାଲେପୁର ୧୭/୧୨/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )-ସାଲେପୁର ବ୍ଲକ ଅନ୍ତର୍ଗତ ରାଇସୁଙ୍ଗୁଡା ଗ୍ରାମ ପଂଚାୟତସ୍ଥ କଲ୍ୟାଣ ମଣ୍ଡପ ପରିସରରେ ଟିପିସିଓଡିଏଲ୍ ଓ ଏଡେଣ୍ଟ ର ମିଳିତ…

ସଂସ୍କାରକ ବୈରାଗୀ ମିଶ୍ରଙ୍କ ୧୪୧ ତମ ଜୟନ୍ତୀ ପାଳିତ

ମାହାଙ୍ଗା, ୧୭/୧୨/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )କୁସଂସ୍କାର ଏବଂ ଅନ୍ଧ ବିଶ୍ୱାସ ବିରୁଦ୍ଧରେ ଆଜୀବନ ସ୍ୱରୋତ୍ତଳନ କରିଆସିଥିବା ବିଖ୍ୟାତ ସମାଜସେବୀ, ସଂସ୍କରକ ବୈରାଗୀ ଚରଣ ମିଶ୍ରଙ୍କ…