ଗତିକୃଷ୍ଣ ଗ୍ରିନ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସିଜିନ-୩ ସଫଳତାର ସହ ଆୟୋଜିତ
୧୨ଟି ଦଳଙ୍କ ଅଂଶଗ୍ରହଣ, “ଜିକେଜୀ ଫାଇଟର୍ସଏକାଦଶ”ଚାମ୍ପିଅନ୍ ବାଳକାଟି / ଭୁବନେଶ୍ୱର,୨୬/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ୱର ଉପକଣ୍ଠ ସ୍ଥାନୀୟ ରଙ୍ଗବଜାର, ଅଲାରପୁର ନିକଟସ୍ଥ ଗତିକୃଷ୍ଣ ଗ୍ରୀନ(ଜିକେଜୀ) କ୍ରୀଡା…
