ଏସଏସ୍ଆଇ ପକ୍ଷରୁ ୧୫୦ ଯୁବ ଆଥ୍ଲେଟଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ୍ରେ ପ୍ରଥମ ବୋନ୍ ମିନେରାଲ ଡେନ୍ସିଟି କ୍ୟାମ୍ପ ଆୟୋଜିତ
ଭୁବନେଶ୍ୱର,୦୬/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଯୁବ ଆଥ୍ଲେଟମାନଙ୍କ ପାଇଁ ପ୍ରଥମ ଥର ପାଇଁ କଳିଙ୍ଗ ଷ୍ଟାଡିୟମ୍ରେ ବିନା ମୂଲ୍ୟରେ ବୋନ୍ ମିନେରାଲ ଡେନ୍ସିଟି ଯାଞ୍ଚ ଶିବିର ଶନିବାର…
