ଦୁର୍ଘଟଣାରେ ଦମ୍ପତ୍ତି ଙ୍କ  ପ୍ରାଣହାନି – ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ସହାୟତା ଘୋଷଣା

ଭୁବନେଶ୍ୱର,୨୯/୦୯/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)-ମୟୁରଭଞ୍ଜ ଜିଲ୍ଲା ଯଶୀପୁର ତହସିଲର ଦମ୍ପତ୍ତି ଶଙ୍କର ନାଏକ ଓ କବିତା ନାଏକଙ୍କର କରଞ୍ଜିଆ ଠାରେ ଏକ ଦୁଃଖଦ ଦୁର୍ଘଟଣାରେ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ୪ ଲକ୍ଷ ଲେଖାଏଁ ର ସହାୟତା ଘୋଷଣା କରିଛନ୍ତି।

https://x.com/CMO_Odisha/status/2104941736846131380

Leave a Reply

Your email address will not be published. Required fields are marked *