ଜିଲ୍ଲାପାଳଙ୍କୁ ଠିକା ବିଦ୍ୟୁତ କର୍ମଚାରୀ ସଂଘ ର ନଅ ଦଫା ଦାବି ପତ୍ର ପ୍ରଦାନ

କେନ୍ଦ୍ରାପଡା,୦୪/୦୫/୨୦୨୬ (ଓଡିଶା ସମାଚାର)-ଆଜି କେନ୍ଦ୍ରାପଡା ଜିଲ୍ଲା ଠିକା ବିଦ୍ୟୁତ କର୍ମଚାରୀ ସଂଘ  ତରଫରୁ ସେମାନଙ୍କ ଚାକିର ସମ୍ପର୍କିତ ନଅ ଦଫା ଦାବି ପତ୍ର ଜିଲ୍ଲା ପ୍ରଶାସନ ନିକଟରେ ଦେଇଛନ୍ତି ।

ଜିଲ୍ଲା ସଂଘ ସମ୍ପାଦକ ଶିଶିର କୁମାର ନାୟକଙ୍କ ନେତୃତ୍ୱରେ ସଂଘ ର ଅନେକ କର୍ମକର୍ତ୍ତା ତିନିମୁହାଣୀ ରାମ ମନ୍ଦିରରେ ଏକତ୍ରିତ ହୋଇ କେନ୍ଦ୍ରାପଡା ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ  ।

Leave a Reply

Your email address will not be published. Required fields are marked *