କିଶନନଗର ହାଟରେ ସମୁହ ଶୈ।ଚାଳୟ ଉଦଘାଟନ ଦିନ ଠାରୁ ଚାବି ପଡ଼ିଛି 

କଟକ ସଦର,୦୯/୦୩/୨୦୨୬(ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପୁରାତନ କିଶନନଗର ହାଟରେ ବେପାରୀ ଓ ଖାଉଟି ମାନଙ୍କ ସୁବିଧା ପାଇଁ ଆବଶ୍ୟକତା ଦୃଷ୍ଟିରୁ ସମୁହ  ଶୈ।ଚାଳୟ ନିର୍ମାଣ କରାଯାଇଛି। ଏହାକୁ ମଧ୍ୟ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିଛନ୍ତି। ହେଲେ ଉଦଘାଟନ ଦିନ ଠାରୁ ଉକ୍ତ ସମୁହ ଶୈ।ଚାଳୟ ଚାବି ପଡି ରହିଛି । ବେପାରୀ ଓ ଖାଉଟି ଙ୍କ ସୁବିଧା ପାଇଁ ତୁରନ୍ତ ଶୈ।ଚାଳୟ ଖୋଲା ରଖିବାକୁ ସାଧାରଣରେ ଦାବି ହେଉଛି। ଉଦଘାଟନ ଦିନ ଠାରୁ ଶୈ।ଚାଳୟ ଚାବି ପଡିବା କାହା ସ୍ୱାର୍ଥରେ ବୋଲି ସାଧାରଣରେ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *