ଭୁବନେଶ୍ୱର,୧୮/୧୧/୨୦୨୫ (ଓଡ଼ିଶା ସମାଚାର)- ଆସନ୍ତା କାଲି ୧୯ ତାରିଖରେ ଚାଷୀଙ୍କୁ ପିଏମ୍ କିଷାନ ଟଙ୍କା ମିଳିବ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୧ତମ କିସ୍ତି ଅଧୀନରେ, ପ୍ରାୟ ୯ କୋଟି ଚାଷୀଙ୍କ ନିକଟକୁ ପ୍ରାୟ ୧୮ ହଜାର କୋଟି ଟଙ୍କାର ସମ୍ମାନ ରାଶି ମିଳିବ । ଏହି ଯୋଜନାରେ ବାର୍ଷିକ ଯୋଗ୍ୟ କୃଷକ ପରିବାରଙ୍କୁ ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ଦିଆଯାଉଛି । ରାଜ୍ୟର ୩୫ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଏହି ଟଙ୍କା ଆସିବ ବୋଲି ଜଣାପଡ଼ିଛି ।
୧୯ରେ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଟଙ୍କା
