ବ୍ରାଉନସୁଗାର ସହ ସ୍କୁଟି ଜବତ, ଜଣେ ଗିରଫ 

କଟକ ସଦର, ୧୪/୧୦/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କମିଶନରେଟ ୪୨ ମୈ।ଜା ଵେଣ୍ଟକାର ଥାନା ପୋଲିସ ଦଶହରା ଦିନ ଜନୈକ ବ୍ରାଉନସୁଗାର ବେପାରୀ ଝିଙ୍କିରିଆର ହୃଷିକେଶ ସ୍ୱ।ଇଁ ଙ୍କ ଠାରୁ ୨୨.୯୬୦ ଗ୍ରାମ ବ୍ରାଉନସୁଗାର ସହ ଏକ ସ୍କୁଟିକୁ ଜବତ କରିଥିବା ଜଣାପଡିଛି। ଏଥିପାଇଁ ଅଭିଯୁକ୍ତ ହୃଷିକେଶ କୁ ମାମଲା ନଂ ୩୨୬/୨୦୨୪ ଓ ଦଫା ୟୁ/ଏସ ୨୧(ବି)/୨୦ ଏନଡିପିଏସ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା ଙ୍କ ଠାରୁ ଜଣାଯାଇଛି।

Leave a Reply

Your email address will not be published. Required fields are marked *