ଭୁବନେଶ୍ୱର, ୭/୮/୨୦୨୪ (ଓଡ଼ିଶା ସମାଚାର)- ଓଡ଼ିଶା କଲେଜ ଲାଇବ୍ରେରୀ ଆସୋସିଏସନ ( ଓସିଏଲଏ) ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି। ପରିଚାଳନା କମିଟି ବହୁ ସଂଖ୍ୟକ ସଭ୍ୟ ସଭ୍ୟା ମାନଙ୍କ ଉପସ୍ଥିତିରେ ଏହି ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଏହି କମିଟିରେ ସଭାପତି ରୂପେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂହ , ମୁଖ୍ୟ ଉପଦେଷ୍ଟା ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଥିବାବେଳେ ଉପଦେଷ୍ଟା କମିଟିର ରେ ଡ ଆର. କେ ମହାପାତ୍ର,ଲଲାଟେନ୍ଦୁ କୁମାର ଭୋଳ, ଆଦିତ୍ୟ କୁମାର ମିଶ୍ର,ପ୍ରଦୀପ କୁମାର ସାହୁ , ମୂରଲୀଧର ମହାରଣା, ଅତିଶ କୁମାର ମହାନ୍ତି, ପ୍ରଭାତ କୁମାର ବଳିଆରସିଂହ, ସଞ୍ଜୟ କୁମାର ଘୋଷ, ତନୟା ନାୟକ, କାର୍ଯ୍ୟକାରୀ ସଭାପତି ଭାବେ ହୃଷୀକେଶ ମିଶ୍ର, ଉପସଭାପତି ଭାବେ ବିଜୟ କୁମାର ଧଳ, ରବୀନ୍ଦ୍ର କୁମାର ପରିଡା, ଅଭିମନ୍ୟୁ ସାମଲ, ନନ୍ଦ କିଶୋର ଧୀର,ପବିତ୍ର ମୋହନ ପ୍ରଧାନ , ଲମ୍ବୋଦର ପାଢ଼ୀ, ହେମନ୍ତ କୁମାର ଶତପଥୀ, ରଜତ କୁମାର ଗିରି, ଆବାହକ ଭାବେ ଅର୍ଜୁନ ଜେନା, ସାଧାରଣ ସମ୍ପାଦକ ତ୍ରିଲୋଚନ ପଣ୍ଡା, ସହ ସାଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ପ୍ରଧାନ , ଯୁଗ୍ମ ସମ୍ପାଦକ ଭାବେ ମହେନ୍ଦ୍ର କୁମାର ବିଶ୍ବାଳ, ସୁଶାନ୍ତ କୁମାର ରାଉତ, ରମେଶ ଚନ୍ଦ୍ର ଗୌଡ, ପ୍ରବୋଧ କୁମାର ଜେନା, ଦୀନବନ୍ଧୁ ଦାସ ( ଉତ୍ତରାଞ୍ଚଳ), ଏସ କେ ଅକ୍ତର, କାବେରୀକା ଜେନା, ଶ୍ୟାମ ସୁନ୍ଦର ପ୍ରଧାନ,ସଂଗଠନ ସମ୍ପାଦକ ଭାବେ ରତିକାନ୍ତ ଓଝା। ( ଏନ ସି), ଶୁଭାଶିଷ ପଣ୍ଡା ( ଜି ସି), କୋଷାଧ୍ୟକ୍ଷ ଭାବେ ଲଲାଟ କିଶୋର ମହାନ୍ତି, କାର୍ଯ୍ୟାଳୟ ସମ୍ପାଦକ ବଦ୍ରିନାରାୟଣ ବେହେରା ଓ ଆଞ୍ଚଳିକ ସମ୍ପାଦକ ଭାବରେ ହେମନ୍ତ କୁମାର ଦାଶ , ସଚ୍ଚିକାନ୍ତ ଦାସ,ଭବେଶ କୁମାର ନାୟକ,ମନୋଜ କୁମାର ମହାପାତ୍ର, ନୃସିଂହ ଚରଣ ବେହେରା , ମିଡ଼ିଆ ସେଲ ସଂଯୋଜକ ହିମାଂଶୁ ଭୁଷଣ ଚମ୍ପତିରାୟ ପ୍ରମୁଖ ସର୍ବ ସମ୍ମତି କ୍ରମେ ଚୟନ ହୋଇଛନ୍ତି। ନୂତନ କର୍ମକର୍ତ୍ତା ଙ୍କୁ ସଂଘ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣା ଯାଇଛି।
ଓଡ଼ିଶା କଲେଜ ଲାଇବ୍ରେରୀ ଆସୋସିଏସନର ନୂତନ କର୍ମକର୍ତ୍ତା ଚୟନ
