ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲେ ଦଳର ସୁପ୍ରିମୋ

ଭୁବନେଶ୍ବର, ୦୧/୦୧/୨୦୨ ୪ (ଓଡ଼ିଶା ସମାଚାର)- ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ହଟିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ…

ସାଂସଦ ମାନସ ମଙ୍ଗରାଜଙ୍କୁ ସମ୍ବଲପୁର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଦାୟିତ୍ବ

ଭୁବନେଶ୍ୱର, ୨୯/୧୨/୨୦୨୩ (ଓଡ଼ିଶା ସମାଚାର)- ସାଂସଦ ମାନସ ମଙ୍ଗରାଜଙ୍କୁ ମିଳିଲା ଆଉ ଏକ ନୂଆ ଦାୟିତ୍ବ। ସମ୍ବଲପୁର ସଂସଦୀୟ କ୍ଷେତ୍ର ବିଜେଡି ପର୍ଯ୍ୟବେକ୍ଷକ ଭାବେ ତାଙ୍କୁ ଦାୟିତ୍ବ…

ବିଜେଡି ଦଳର ନୂଆ ବର୍ଷ ଭେଟ୍ ଘାଟ୍

ଲକ୍ଷ୍ମୀପୁର ୩୦/୧୨/୨୩(ଓଡ଼ିଶା ସମାଚାର/ପ୍ରମୋଦ ଜେନା)- ଲକ୍ଷ୍ମୀପୁର ନିଶାର ଫାର୍ମ ଠାରେ ଆଜି ଲକ୍ଷ୍ମୀପୁର ବିଜେଡ଼ି ଦଳର ଏକ ଭେଟ୍ ଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଲକ୍ଷ୍ମୀପୁର…

କଟକ ଜିଲ୍ଲାର ୩ ଟି ବିଧାନସଭା ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବ ବିଜୁ ଜନତାଦଳ !

କଟକ ସଦର,୩୦/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ଗତ ସେପ୍ଟେମ୍ବର ମାସରେ ମହିଳା ସଂରକ୍ଷଣ ଵିଲ୍ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇ ଆଇନରେ ପରିଣତ ହୋଇସାରିଛି।…

ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥକୁ କିଶନନଗରରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା

କଟକ ସଦର , ୩୦/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟ ସରକାରଙ୍କ ପକ୍ଷରୁ ପରିକ୍ରମା କରୁଥିବା ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥକୁ ଆଜି…

ନେପାଳର କମୁ୍ୟନିଷ୍ଟ ନେତାଙ୍କୁ ସିପିଆଇ ଅଫିସ୍ ରେ ସମ୍ବର୍ଦ୍ଧନା

ଭୁବନେଶ୍ୱର,୨୭/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ସସ୍ତ୍ରୀକ ବ୍ୟକ୍ତିଗତ ଓଡ଼ିଶା ଭ୍ରମଣରେ ଆସିଥିବା କମୁ୍ୟନିଷ୍ଟ ପାର୍ଟି ଅଫ୍ ନେପାଳ (ୟୁଏମଏଲ)ର ନେତା, ପାର୍ଟିର ଆନ୍ତର୍ଜାତୀୟ ବିଭାଗର ସଦସ୍ୟ ତଥା…

ବିଜେପି ପକ୍ଷରୁ ଟାଙ୍ଗୀବ୍ଲକ ଘେରାଉ 

 ଖୋର୍ଦ୍ଧା, ୨୭/୧୨/୨୦୨୩ (ଓଡ଼ିଶା ସମାଚାର)-  ରାଜ୍ୟ ସରକାରଙ୍କ ଭ୍ରଷ୍ଟାଚାର, ଦୁର୍ନୀତି ଏବଂ ମନମୁଖୀ ଶାସନ ବିରୁଧରେ ଖୋର୍ଦ୍ଧା ବିଜେପି ନେତା ତଥା ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡେଇତରାୟଙ୍କ…

ବିଜୁ ଜନତା ଦଳ ର ୨୭ତମ ପ୍ରତିଷ୍ଠାଦିବସ ପାଳିତ

ହିନ୍ଦୋଳ,୨୬/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନମଣ୍ଡଳୀରେ ଆଜି ବିଜୁଜନତାଦଳର ୨୬ବର୍ଷ ପୁର୍ତ୍ତି ଓ ୨୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ହିନ୍ଦୋଳ ନିର୍ବାଚନମଣ୍ଡଳୀର…

ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ରକ୍ତଦାନ ଶିବିର

ନିଆଳୀ ୨୬/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-କଣ୍ଟାପଡା ବ୍ଳକ ବିଜୁ ଜନତା ଦଳ ତରଫରୁ ରକ୍ତଦାନ ଶିବିରଅନୁଷ୍ଠିତ ହୋଇଯାଇଛି ।ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ…

ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ ଶିବିର

ଫୁଲନଖରା ୨୬/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- “ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ” ଆନୁକୂଲ୍ୟରେ ବାରଙ୍ଗ ବ୍ଲକ ୩୩ନଂ ଜୋନ୍ ବିଜୁ ଜନତା ଦଳ ତରଫରୁ…