ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନାର ଶୁଭାରମ୍ଭ ରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗତସିଂହପୁର, ୧୧/୦୪/୨୦୨୫ (ଓଡ଼ିଶା ସମାଚାର)-  ଆୟୁଷ୍ମାନ  ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ…

ଯାଜପୁର ଜିଲ୍ଲା ରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା,ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ର ଶୁଭାରମ୍ଭ।

ଯାଜପୁର, ୧୧/୦୪/୨୦୨୫ (ଓଡ଼ିଶା ସମାଚାର)-  ଆଜି ଯାଜପୁର ଜିଲ୍ଲା ରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା,ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋ…

କଟକ ଜିଲ୍ଲାର କୈ।ଣସି ସ୍ୱ।ସ୍ଥ୍ୟ କେନ୍ଦ୍ରରେ କାଲି ଆୟୁଷ୍ମାନ ଭାରତ ଯୋଜନା ର ଶୁଭାରମ୍ଭ ହେବ ନାହିଁ 

କଟକ ସଦର, ୧୦/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବହୁ ପ୍ରତିକ୍ଷିତ କେନ୍ଦ୍ରିୟ ଆୟୁଷ୍ମାନ ଭାରତ ଯୋଜନା ଆସନ୍ତା କାଲି ଶୁକ୍ରବାର ଦିନ ଓଡିଶାରେ କାର୍ଯ୍ୟକାରୀ ହେବାକୁ…

୧୮୦ ୟୁନିଟ୍ ରକ୍ତ ସଂଗୃହିତ

କଟକ,୧୦/୦୪/୨୦୨୫(ଓଡ଼ିଶା ସମାଚାର)- ଓଡ଼ିଆ ପକ୍ଷ ପାଳନ ଅବସରରେ ଏସସିବି ମେଡିକାଲ କଲେଜ ହସ୍ପିଟାଲ ରକ୍ତ କେନ୍ଦ୍ରରେ ରକ୍ତଦାନ ଅଭିଯାନ ଶିବିର ଆୟୋଜିତ ହୋଇଯାଇଛି । ଏହି ରକ୍ତଦାନ…

ବିଶ୍ଵ ହୋମିଓପ୍ୟାଥିକ୍ ଦିବସ ବରୀରେ ଅନୁଷ୍ଠିତ

ଯାଜପୁର, ୧୦/୦୪/୨୦୨୫ (ଓଡ଼ିଶା ସମାଚାର)-  ବରୀ ଆରଙ୍ଗାବାଦ୍ (ଚତର) ଠାରେ ବରୀ ଅଞ୍ଚଳର ଅଗ୍ରଣୀ ହୋମିଓ ପ୍ରତିଷ୍ଠାନ କମଳା ହୋମିଓ ସେବା ସଦନ ଏବଂ ଯୁଧିଷ୍ଠିର ତ୍ରିପାଠୀ…

ବିଶ୍ୱାସ ସ୍କୁଲ ଏବଂ କଲେଜ ଅଫ୍ ନର୍ସିଂ ପକ୍ଷରୁ ଶପଥ ଗ୍ରହଣ ସମାରୋହ

ଭୁବନେଶ୍ୱର,୦୮/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିଶ୍ୱାସ ସ୍କୁଲ ଏବଂ କଲେଜ ଅଫ୍ ନର୍ସିଂ ପକ୍ଷରୁ ନୂତନ ଭାବରେ ପ୍ରବେଶ କରିଥିବା ବି.ଏସ୍.ସି. ନର୍ସିଂ ଏବଂ ଜିଏନଏମ୍ ପ୍ରଥମ…

ବିଷ୍ଣୁପ୍ରିୟା ସେବା ସମିତି ପକ୍ଷରୁ ଆସନ୍ତା ୧୭ ହେବ ମେଗା ସ୍ୱ।ସ୍ଥ୍ୟ ଶିବିର, ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି

କଟକ ସଦର,୦୬/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ପଞ୍ଚାୟତ ସମିତି ର ପୂର୍ବତନ ଅଧ୍ୟକ୍ଷା ସ୍ୱର୍ଗତା ବିଷ୍ଣୁପ୍ରିୟା ରାଉତ ଙ୍କ ଶ୍ରାଦ୍ଧ ଦିବସ ଏପ୍ରିଲ୍…

ଅପ୍ରେଲ ୧୧ ତାରିଖରେ ସ୍ଵାସ୍ଥ୍ୟ କାର୍ଡ଼ ଲୋକାର୍ପଣ ଉତ୍ସବ

ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ      ଦେଶର ୨୯ ହଜାରରୁ ଅଧିକ ମେଡିକାଲରେ ଚିକିତ୍ସା…

ଆୟୁଷ୍ମାନ ଭାରତ ଯୋଜନା ଶୁଭାରମ୍ଭ ସିଧା ପ୍ରସାରଣ ଵେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ୫ ଟି ସ୍ଥାନରେ ହେବ,୨୭୦୬ ଜଣ ଉଦଘାଟନ ଦିନ କାର୍ଡ ପାଇବେ 

କଟକ ସଦର ,୦୫/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବହୁ ପ୍ରତିକ୍ଷିତ କେନ୍ଦ୍ରିୟ ଆୟୁଷ୍ମାନ ଭାରତ ଯୋଜନା ର‌ ଶୁଭାରମ୍ଭ ଆସନ୍ତା ୧୧ ତାରିଖ ଦିନ ସ୍ୱ।ସ୍ଥ୍ୟ…

ଉଦ୍ୟମ ପକ୍ଷରୁ ସ୍ୱେଛାକୃତ ରକ୍ତଦାନ ଶିବିର

କେନ୍ଦ୍ରାପଡ଼ା, ୦୫/୦୪/୨୦୨୫ (ଓଡ଼ିଶା ସମାଚାର)- ଉଦ୍ୟମ ସ୍ୱେଛାସେବୀ ସଂଗଠନ ପକ୍ଷରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଗରାପୁରସ୍ଥିତ ମହାବୀର ହନୁମାନ ଆଶ୍ରମରେ ନବଦିନ…