ସହରାଞ୍ଚଳ ଶାସନ ବ୍ୟବସ୍ଥା ଉପରେ ୨୦୨୫ ବ୍ୟାଚ୍ର ଆଇଏଏସ୍ ପ୍ରୋବେସନରଙ୍କୁ ଦିଗଦର୍ଶନ ଦେଲା ‘ଟିମ୍ ଅର୍ବାନ୍’
ଭୁବନେଶ୍ୱର,୧୮/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶାର କ୍ରମବିକଶିତ ସହରାଞ୍ଚଳ ଶାସନ ଗଠନତନ୍ତ୍ର ଏବଂ ନାଗରିକ-କେନ୍ଦ୍ରିକ ଆଭିମୁଖ୍ୟ ବିଷୟରେ ବିସ୍ତୃତ ଧାରଣା ପ୍ରଦାନ କରିବା ଉଦ୍ଦେଶ୍ୟରେ, ଗୃହନିର୍ମାଣ ଓ…
