ଵରିମୁଣ୍ଡାରେ ମା’ ମଙ୍ଗଳାଙ୍କ ୩୮ ତମ ବାର୍ଷିକ ପୂଜୋତ୍ସଵ

କଟକ ସଦର,୨୦/୦୯/୨୦୨୬ (ଓଡ଼ିଶା ସ/ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵାରଦା ପଞ୍ଚାୟତ ଵରିମୁଣ୍ଡା ଠାରେ ଅବସ୍ଥିତ ମା’ ମଙ୍ଗଳାଙ୍କ ମନ୍ଦିରରେ ମା’ ଙ୍କ ୩୮ ତମ ପାରମ୍ପରିକ ୫ ଦିନିଆ ବାର୍ଷିକ  ପୂଜୋତ୍ସଵ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପ୍ରତ୍ୟେକ ସଂଧ୍ୟାରେ ପୂଜା ମଣ୍ଡପରେ ଭଜନ କୀର୍ତ୍ତନ, ଭଜନ ସଂଧ୍ୟା ଓ ପ୍ରବଚନ କାର୍ଯ୍ୟକ୍ରମକୁ ଶ୍ରଦ୍ଧାଳୁମାନେ ବେଶ୍ ଉପଭୋଗ କରିଥିଲେ।

କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ଵ୍ୟଙ୍ଗକଵି ଅଧ୍ୟାପକ ପ୍ରତାପ ଚନ୍ଦ୍ର ବେହେରା ଙ୍କ ସମେତ ଅଶୋକ କୁମାର ସାହୁ, ନିରଞ୍ଜନ ସାହୁ, ପ୍ରଦୀପ୍ତ କୁମାର ସାହୁ, ଜୟଦେବ ସାହୁ,ସନାତନ ବେହେରା, ସୁଧିର ପରିଡ଼ା, ଲକ୍ଷ୍ମୀଧର ବେହେରା, ବଂଶୀଧର ମହାପାତ୍ର, ଜଗବନ୍ଧୁ ସେଠୀ, ହରେକୃଷ୍ଣ ସାହୁ, ସରୋଜକାନ୍ତ ସାହୁ, କୃଷ୍ଣ ଚନ୍ଦ୍ର ପ୍ରଧାନ, କରୁଣାକର ସାହୁ, ଜ୍ୟୋତି ରଞ୍ଜନ ସାହୁ, ଭଗବାନ ପୃଷ୍ଟି,ପ୍ରବୀଣ ଦାସ, ପ୍ରଦୀପ କୁମାର ସାହୁ, ପୂଜା କମିଟି ର ସମସ୍ତ ସଦସ୍ୟ ଓ ଗ୍ରାମବାସୀମାନେ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *