ବାଚସ୍ପତି ସୁରମା ପାଢ଼ୀ ଙ୍କ ଶୋକ

ଭୁବନେଶ୍ୱର,୧୫/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ଖବର ଶୁଣି ବାଚସ୍ପତି ସୁରମା ପାଢ଼ୀ ଶୋକ ବ୍ୟକ୍ତ କରିଛନ୍ତି । ସେ ସାମାଜିକ୍ ଗଣମାଧ୍ୟମ ଏକ୍ସ ରେ ଲେଖିଛନ୍ତି :

ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ପରଲୋକ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି । ଓମ୍ ଶାନ୍ତି

https://x.com/suramapadhybjp/status/1944970141772452028?t=K3Fe0BeT2vsEoJcEqnnyDg&s=08

Leave a Reply

Your email address will not be published. Required fields are marked *