ପ୍ରଖର ସ୍ମୃତିଶକ୍ତି ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି ୧ ବର୍ଷ ୧୦ ମାସର ଶିଶୁ କନ୍ୟା ଜାନଭି ପ୍ରିୟଦର୍ଶିନୀ
ଗରଦପୁର ୧୬/୦୮/୨୦୨୬ (ଓଡ଼ିଶା ସମାଚାର)- ପ୍ରଖର ସ୍ମୃତିଶକ୍ତି ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ତେଣ୍ଡାକୁଡା ପଞ୍ଚାୟତ ଅନ୍ତର୍ଗତ…
