ଅଢାଳିଆ ହନୁମାନ ମନ୍ଦିର ପରିସରରେପ୍ରଧାନମନ୍ତ୍ରୀ ଙ୍କ ୧୩୮ତମ ମନକୀ ଵାତ କାର୍ଯ୍ୟକ୍ରମ ଅନୁଷ୍ଠିତ

କଟକ,୨୭/୦୯/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )କଟକ ସଦର ଥାନା ଅନ୍ତର୍ଗତ ଅଢାଳିଆସ୍ଥିତ ସଂକଟ ମୋଚନ ହନୁମାନ ମନ୍ଦିର ପରିସରରେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୩୮ତମ ମନକୀ ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ,ଆମଣ ପଞ୍ଚାୟତ ସରପଞ୍ଚ ମାନସୀ ପୃଷ୍ଠି, ପୂର୍ବତନ ସରପଞ୍ଚ ଶିବ ଚରଣ ପୃଷ୍ଟି, ପୂର୍ବତନ କଣ୍ଟାପଡ଼ା ବ୍ଲକ ଚେୟାରମେନ ପ୍ରତାପ ରାଉତରାୟ,ପୂର୍ବତନ ଉରାଳୀ ମଣ୍ଡଳ ସଭାପତି ପ୍ରଦୀପ ବେହେରା, ମହିଳା ମୋର୍ଚ୍ଚା ସଭାପତି କନକଲତା ମିଶ୍ର,କୃଷକ ମୋର୍ଚ୍ଚା ସଭାପତି ତାପସ କୁମାର ମହାନ୍ତି,ଓ୍ୱ।ର୍ଡ ସଭ୍ୟ କୁଳିଆ ବେହେରା,ସ୍ୱର୍ଣ୍ଣ ଲତା ସାହୁ,ଉରାଳି ମଣ୍ଡଳ ସାଧାରଣ ସମ୍ପାଦକ ଅଶୋକ ବେହେରା,ବୁଥ ସଭାପତି ମକର ବେହେରା,କଟକ ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ କୁମାର ସାହୁ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଆଲୋକ କୁମାର ମହାନ୍ତି, ସନ୍ନ୍ୟାସୀ ପୃଷ୍ଟି, ସନ୍ତୋଷ ସେଠୀ, କୃଷ୍ଣ ଚନ୍ଦ୍ର ସାହୁ ସରୋଜ ସେଠୁ,ରାଜୁ ସେଠୀ, ରମେଶ ବେହେରା,ରମେଶ ପୃଷ୍ଟି,ସୁଦାମ ଚରଣ ପୃଷ୍ଟି,ପ୍ରଭାତ କୁମାର ସାହୁ ,ବସନ୍ତ କୁମାର ପୃଷ୍ଟିଙ୍କ , ମୃତ୍ୟୁଞ୍ଜୟ ପୃଷ୍ଟିଙ୍କ ସମେତ ଶତାଧିକ ବ୍ୟକ୍ତି ଓ ଵିଜେପି କର୍ମୀମାନେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ମନକୀ ଵାତ କାର୍ଯ୍ୟକ୍ରମକୁ ଶୁଣିଥିଲେ।

Leave a Reply

Your email address will not be published. Required fields are marked *