ଆରଏନୟୁ, ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱର ଦ୍ୱାରା ସମ୍ବଲପୁରୀ ନ୍ୟୁଜ୍ ବୁଲେଟିନର ଶୁଭାରମ୍ଭ
ଭୁବନେଶ୍ୱର,୧୭/୦୮/୨୦୨୫(ଓଡ଼ିଶା ସମାଚାର/ପିଆଇବି) : ସ୍ୱାଧୀନତା ଦିବସର ଐତିହାସିକ ଅବସରରେ, ଆଂଚଳିକ ସମାଚାର ୟୁନିଟ୍ (ଆରଏନୟୁ), ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱର ଏହାର ପ୍ରଥମ ସମ୍ବଲପୁରୀ ଭାଷା ସମାଚାର ବୁଲେଟିନ୍…
