ସାପକାମୁଡାରେ ଗୁରୁତର ମଳୟରଞ୍ଜନକୁ ଅର୍ବାନବ୍ୟାଙ୍କର ସହାୟତା

କେନ୍ଦ୍ରାପଡ଼ା,୦୪/୦୯/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଅର୍ବାନ କୋଅପରେଟିଭ ବ୍ୟାଙ୍କ ପକ୍ଷରୁ ସାପକାମୁଡାରେ ଗୁରୁତର ହୋଇପଡିଥିବା ମଳୟରଞ୍ଜନଙ୍କୁ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏଠାରେ ସୂଚନା…

ଗାଈ ନ କିଣି ସରକାରୀ ପାଣ୍ଠି ଚଳୁ — ୮ ମହିଳା ଏସଏଚଜି ସଦସ୍ୟାଙ୍କୁ ଗିରଫକଲା ଭିଜିଲାନ୍ସ

ଏସଜେଏସୱାଇ ରେ ଗାଈ କିଣିଲେନି, ଗ୍ରାମାଂଚଳ ଗରିବଙ୍କୁ ଠକିଲେ କୋର୍ଟରେ ଭିଏଏସ୍ ଓ ଡିଲର ହାଜର ଭିଜିଲାନ୍ସ ପାଇଥିଲା ଠୋସ୍ ପ୍ରମାଣ ଜଗତସିଂହପୁର/କଟକ, ୦୪/୦୯/୨୦୨୫(ଓଡ଼ିଶା ସମାଚାର)- ଦୁଧିଆଳି…

ବିକାଶ ସଂସ୍ଥାର ୪୦ତମ ବାର୍ଷିକ ଉତ୍ସବ ପାଳିତ

ସରକାରଙ୍କ ସଂଫଳତା ବେସରକାରୀ ସଂଗଠନର ସହଯୋଗରେ ହିଁ ସମ୍ଭବ – ମେୟର ଭୁବନେଶ୍ୱର,୦୪/୦୯/୨୦୨୫ (ଓଡ଼ିଶା ସମାଚାର)- ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାର ଲୋକଙ୍କ ସମସ୍ତ ଆବଶ୍ୟକତାକୁ ପୂରଣ କରିପାରିବେ…

ଦେହରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଙ୍କ ମୃତ୍ୟୁ

ସାଲେପୁର,୦୪/୦୯/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା) ଦେହରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ତିଲୋତ୍ତମା ଙ୍କର କଟକ ଏସ ସି ବି ରେ…

ପରିବାରର ୬ସଦସ୍ୟଙ୍କୁ ଆଜୀବନ କାରାଦଣ୍ଡାଦେଶ

ନବରଙ୍ଗପୁର,୦୪/୦୯/୨୦୨୫(ଓଡ଼ିଶା ସମାଚାର)- ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨୦୨୨ ମସିହା ଅଗଷ୍ଟ ୯ତାରିଖରେ ନବରଙ୍ଗପୁର ଜିଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ବାରମାସି ଗ୍ରାମରେ ନିଜ ସମ୍ପର୍କୀୟ ଡମ୍ବୁରୁ…

ଆତ୍ମହତ୍ୟା ପ୍ରବୃତିରୁ ନିବୃତ ରହିବାକୁ ଆୟୋଜିତ ହେବ ବ୍ୟାପକ ସଚେତନତା ମୂଳକ ପଦକ୍ଷେପ

ଭୁବନେଶ୍ୱର,୦୪/୦୯/୨୦୨୫(ଓଡ଼ିଶା ସମାଚାର)- ବାଲେଶ୍ୱରରେ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ପରେ ଗତ ଅଗଷ୍ଟ ୧୧ ତାରିଖରେ ଭୁବନେଶ୍ୱର ସ୍ଥିତ ରେଳ ଅଡିଟୋରିଅମଠାରେ ପୋଲିସ ବିଭାଗ ସହଯୋଗରେ ‘ନମନ…

କମିଲା ଜିଏସଟି ହାର — ଏବେ କେବଳ ୨ଟି ସ୍ଲାବ୍: ୫ ପ୍ରତିଶତ ଓ ୧୮ ପ୍ରତିଶତ

କେଶ ତୈଳ, ସାମ୍ପୁ, ଟୁଥପେଷ୍ଟ, ଡେଂଟାଲ ଫ୍ଲସ ୫%କୁ ଖସିଲା ସିଗାରେଟ୍, ତମାଖୁ ଜାତ ପଦାର୍ଥ ୪୦%କୁ ବୃଦ୍ଧି ନୂଆଦିଲ୍ଲୀ, ଭୁବନେଶ୍ୱର,୦୩/୦୯/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ବୁଧବାର ଜିଏସଟି…

ରାଜ୍ୟ ଆର୍ଦ୍ରଭୂମି ପ୍ରାଧିକରଣ, ଓଡ଼ିଶା ଚତୁର୍ଥ ବୈଠକ ଅନୁଷ୍ଠିତ

ଅକ୍ଟୋବର ମାସ ଶେଷ ସୁଦ୍ଧା ଚିଲିକା, ଅଂଶୁପା, ଭିତରକନିକା ହେନ୍ତାଳବନ, ହୀରାକୁଦ ଜଳଭଣ୍ଡାର, ସାତକୋଶିଆ ଗଣ୍ଡ ଏବଂ ତାମ୍ପଡା ଆର୍ଦ୍ରଭୂମିର ସମନ୍ବିତ ପରିଚାଳନା ଯୋଜନା ପ୍ରସ୍ତୁତ କର…

ସରକାରୀ ଓକିଲ ବନମାଳୀ ମହାପାତ୍ର ପୋଲିସ କମିଶନର ଦେବିଦତ୍ତ ସିଂହ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ଭୁବନେଶ୍ୱର,୦୩/୦୯/୨୦୨୫(ଓଡ଼ିଶା ସମାଚାର)- ଭୁବନେଶ୍ୱରର ସରକାରୀ ଓକିଲ  ବନମାଳୀ ମହାପାତ୍ର ଙ୍କ ଅତିରିକ୍ତ, ପିପି ଭାବରେ କୋର୍ଟରେ  ଭୂମିକା, ଅଟଳ ପ୍ରତିବଦ୍ଧତା, ବୃତ୍ତିଗତତା , ଆଇନଗତ ଦକ୍ଷତା,  ପ୍ରସ୍ତୁତି…