କଟକ : ମା ନେଉଛନ୍ତି ମେଲାଣି,ଆର ଵରଷ କୁ ଅପେକ୍ଷା 

କଟକ ସଦର ,୦୩/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପାର୍ବଣ ଋତୁର ଶ୍ରେଷ୍ଠ ପର୍ବ ପାରମ୍ପରିକ ଦଶହରା କଟକ ରେ ମହାସମାରୋହରେ ଅନୁଷ୍ଠିତ ହୋଇ ଆଜି ଶୁକ୍ରବାର…

ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କ ତିରୋଧାନ ଦିବସ ପାଳନ

କେନ୍ଦ୍ରାପଡ଼ା,୦୩/୧୦/୨୦୨୫(ଓଡ଼ିଶା ସମାଚାର)- ମହାନ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ଆନ୍ଦୋଳନର ମୁଖ୍ୟ ପୁରୋଧା, କେନ୍ଦ୍ରାପଡାର ପୂର୍ବତନ ସାଂସଦ, ଅରୁଣାଚଳ ପ୍ରଦେଶର ପ୍ରାକ୍ତନ ରାଜ୍ୟପାଳ ସ୍ୱର୍ଗତ ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କ ୨୬ତମ…

କେନ୍ଦ୍ରାପଡାରେ ଜିଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

କେନ୍ଦ୍ରାପଡ଼ା,୦୩/୧୦/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାରେ ଜିଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ସ୍ଥାନୀୟ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ଜିଲାପାଳ ରଘୁରାମ ଆର. ଆୟାରଙ୍କ ଅଧ୍ୟକ୍ଷତାରେ…

ଜଗତସିଂହପୁରର ପୂର୍ବତନ ବିଧାୟକ ଙ୍କ ପରଲୋକ

ଜଗତସିଂହପୁର, ୦୩/୧୦/୨୦୨୫ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ ରେ ଜଗତସିଂହପୁର ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମଲ୍ଲିକ ଇହଲୀଳା ସମ୍ବରଣ କରିଛନ୍ତି। ପୂର୍ବତନ ବିଧାୟକ ଶ୍ରୀ…

ଜଗତସିଂହପୁର ଠାରେ ରାବଣ ପୋଡି ଉତ୍ସବ ମହାସମାରୋହରେ ଅନୁଷ୍ଠିତ

ଜଗତସିଂହପୁର, ୦୩/୧୦/୨୦୨୫ (ଓଡ଼ିଶା ସମାଚାର)- ଗତ କାଲି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆ ଠାରେ ଶ୍ରୀରାମ କ୍ଲବ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ସହଯୋଗ ରେ ରାବଣପୋଡି…

ମାର୍ଶାଘାଇ କଲେଜ ୧୯୮୩ ମସିହା ବ୍ୟାଚର ବିଦ୍ୟାର୍ଥୀ ମାନେ ଅତୀତର ସ୍ମୃତି ବାଣ୍ଟିଲେ

କେନ୍ଦ୍ରାପଡା ୦୩/୧୦/୨୦୨୫ (ଓଡିଶା ସମାଚାର )- ଦୀର୍ଘ ୪୨ବର୍ଷ ପରେ ମାର୍ଶାଘାଇ କଲେଜ ରେ ଅଧ୍ୟୟନ କରିଥିବା କିଛି ପୁରୁଣା ସହପାଠୀ ମାନେ ଏକାଠି ହୋଇଛନ୍ତି ।…

ଚୌଦ୍ୱ।ର ଜେଲ୍ ର ସେଲ୍ କାଟି ଚମ୍ପଟ ମାରିଲେ ଦୁଇ ହାର୍ଡକୋର ଵିହାରୀ ଅପରାଧୀ, ସୁରକ୍ଷା କୁ ନେଇ ପ୍ରଶ୍ନବାଚୀ

କଟକ ସଦର,୦୩/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟର ସବୁଠାରୁ ସୁରକ୍ଷିତ ଜେଲ୍ ଭାବେ ପରିଚିତ ଚୌଦ୍ୱ।ର ଜେଲ୍ ରୁ ଦୁଇଜଣ ବିହାରୀ ହାର୍ଡକୋର ଅପରାଧୀ ସେଲ୍…

ଗଜପତି ଜିଲାରେ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି – ଖଣି-ଇସ୍ପାତ ମନ୍ତ୍ରୀ ଗଜପତି ଗଲେ

ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କୁ ତୁରନ୍ତ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର,୦୨/୧୦/୨୦୨୫ (ଓଡ଼ିଶା ସମାଚାର)- ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ…

ଲଘୁଚାପ ଜନିତ ଲଗାଣ ବର୍ଷା ରେ ବ୍ୟାପକ କ୍ଷୟକ୍ଷତି

ଭୁବନେଶ୍ୱର,୦୨/୧୦/୨୦୨୫ (ଓଡ଼ିଶା ସମାଚାର)- ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଗଭୀର ଅବପାତ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା…

ଦାନଗଦି ବ୍ଲକ ଚନ୍ଦିଆ ଗ୍ରାମରେ ଆଦିକର୍ମଯୋଗୀ  ଅଭିଯାନ ରେ ସ୍ୱତନ୍ତ୍ର ଗ୍ରାମସଭା।

ଯାଜପୁର,୦୨/୧୦/୨୦୨୫ (ଓଡ଼ିଶା ସମାଚାର)- ଆଜି  ଯାଜପୁର ଜିଲ୍ଲା ଦାନଗଦି  ବ୍ଲକ ଅନ୍ତର୍ଗତ ଚନ୍ଦିଆ ଗ୍ରାମରେ ଆଦି କର୍ମଯୋଗୀ ଅଭିଯାନର ଏକ ସ୍ବତନ୍ତ୍ର ଗ୍ରାମସଭା ଜିଲ୍ଲା ପ୍ରଶାସନ ପକ୍ଷରୁ…