୫ ବର୍ଷ ବୟସରେ କୁନି ଝିଅ ଆରାଧ୍ୟା ର କମାଲ, ଦେଶ ରାଜ୍ୟ ଓ ଜିଲ୍ଲାର ନାମ ସହ ବିଭିନ୍ନ ବିଷୟରେ ବକ୍ତବ୍ୟ ରଖୁଛି

ମାହାଙ୍ଗା, ୦୭/୧୨/୨୦୨୫ (ଓଡିଶା ସମାଚାର /ଅଭୟ ଜେନା ) କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଉଷୁମା ପଂଚାୟତ ଉଷୁମା ଗ୍ରାମର  ୫ ବର୍ଷର କୁନି ଝିଅ ଆରାଧ୍ୟା…

ମଣିଵାଡ ଆଦିବାସୀ ବସ୍ତିରେ ସମାଜସେବୀ ମନୋଜ ନାୟକ ଙ୍କ କମ୍ବଳ ବଣ୍ଟନ 

କଟକ ସଦର,୦୭/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ପକ୍ଷରୁ ଏହାର ସଭାପତି…

ଘଟଗାଁ ଠାରେ ବହୁ ଆକାଂକ୍ଷିତ ମା’ ତାରିଣୀଙ୍କ ପୀଠର ସମନ୍ବିତ ଉନ୍ନତିକରଣ ନିମନ୍ତେ ୩୧୨ କୋଟିର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ 

କେନ୍ଦୁଝରରେ ହେବ ମେଗା ଇସ୍ପାତ କାରଖାନା, ରାଉରକେଲା ଓ ଯାଜପୁର କଳିଙ୍ଗନଗର ପରି କେନ୍ଦୁଝର ହେବ ରାଜ୍ୟର ତୃତୀୟ ଇସ୍ପାତ ନଗରୀ କେନ୍ଦୁଝରରେ ହେବ ବାଇପାସ୍, ପାରାଦୀପ…

କଟକ ଜିଲାରେ ଆଉ ୬୦୬ଟି ନୂତନ ମତଦାନ କେନ୍ଦ୍ର

କଟକ,୦୭/୧୨/୨୦୨୫(ଓଡ଼ିଶା ସମାଚାର)- କଟକ ଜିଲାର ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଆଉ ୬୦୬ଟି ନୂତନ ମତଦାନ କେନ୍ଦ୍ର ସ୍ଥାପନ ନିମନ୍ତେ ନିର୍ବାଚନ ଆୟୋଗ ଅନୁମତି ପ୍ରଦାନ…

ଆସନ୍ତା ୧୩ ରେ ରାଷ୍ଟ୍ରୀୟ ଲୋକ ଅଦାଲତ

କଟକ, ୦୭/୧୨/୨୦୨୫(ଓଡ଼ିଶା ସମାଚାର)-ଆସନ୍ତା ୧୩ ତାରିଖ ଦିନ କଟକ ଜିଲା ଆଇନସେବା ପ୍ରାଧୀକରଣ ଓ ସମସ୍ତ ତାଲୁକ ଆଇନସେବା କମିଟି ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ…

ବିଶ୍ୱ ଶକ୍ତି ନେତା ସମ୍ମିଳନୀ ୨୦୨୫ – ଦ୍ୱିତୀୟ ଦିନ ପ୍ରଥମ ଅଧିବେଶନରେ ସ୍ଥାୟୀ ଶକ୍ତି ପରିବର୍ତ୍ତନ ଉପରେ ପବ୍ଲିକ ପ୍ରାଇଭେଟ ପାର୍ଟନରସିପକୁ ଗୁରୁତ୍ୱ

ଭୁବନେଶ୍ୱର,୦୭/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିଶ୍ୱ ଶକ୍ତି ନେତା ସମ୍ମିଳନୀ ୨୦୨୫ ର ଦ୍ୱିତୀୟ ଦିନରେ “ସହଭାଗିତା” ବିଷୟବସ୍ତୁ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ-ଘରୋଇ ଆଲୋଚନା ଅଧିବେଶନ…

ଜିଲା ସ୍ତରୀୟ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

କେନ୍ଦ୍ରାପଡ଼ା,୦୬/୧୨/୨୦୨୫(ଓଡ଼ିଶା ସମାଚାର)- ଜିଲା ପୋଲିସ ମୂଖ୍ୟାଳୟ ରିଜର୍ଭ ପୋଲିସ ପଡିଆରେ ଶନିବାର ୬୩ତମ ରାଜ୍ୟ ଗ୍ୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ…

ଜିଲାପାଳଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟର ସମୀକ୍ଷା

କେନ୍ଦ୍ରାପଡ଼ା,୦୬/୧୨/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର. ଆୟାର ଶନିବାର ଜିଲା କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଜିଲାରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଜନଶୁଣାଣି,ସରକାରୀ ଜମି…

ମିଟର ଚେକିଂ ନାଁ ରେ ଟାଟା ପାୱାର ର ଦାଦାଗିରି — ମହିଳା ଙ୍କୁ ମାଡ , ଥାନାରେ ଏତଲା 

ଭୁବନ,୦୬/୧୨/୨୦୨୫ (ଓଡ଼ିଶା ସମାଚାର)- ଭୁବନ ଅଞ୍ଚଳର ବିଦ୍ୟୁତ ବିଭାଗ ( ଟାଟା ପାୱାର) ର ଦାଦାଗିରି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସ୍ମାର୍ଟ୍ ମିଟର…