ବିଧାୟକ ପ୍ରକାଶ ସେଠୀ ଙ୍କୁ ନୂଆବର୍ଷ ଅଭିନନ୍ଦନ ଜଣାଇଲେ ସଦରଵାସୀ

କଟକ ସଦର,୦୧/୦୧/୨୦୨୬ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ଇଂରାଜୀ ନୂଆବର୍ଷ-୨୦୨୬ ଉପଲକ୍ଷେ ଆଜି ଗୁରୁବାର ଦିନ କିଶନନଗର ଠାରେ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି କଟକ ସଦରଵାସୀ।

ଏହି ଅବସରରେ ବିଧାୟକ ଇଂ ସେଠୀ ‘ଵିକଶିତ ଓଡ଼ିଶା’ ‘ବିକଶିତ କଟକ ସଦର’ ସଂକଳ୍ପ ରେ ୨୦୨୬ ଏକ ନୂତନ ସମ୍ଭାବନା ର ବର୍ଷ ହେବ ବୋଲି କହିବା ସହିତ ସଦରଵାସୀଙ୍କର ସୁଖ ସମୃଦ୍ଧି ଓ ଆରୋଗ୍ୟ କାମନା କରିଛନ୍ତି। ଏଥିସହିତ ଏହି ଅମୃତ କାଳରେ କଟକ ସଦର କୁ ଏକ ଅଗ୍ରଣୀ ନିର୍ବାଚନ ମଣ୍ଡଳୀ ଭାବେ ଗଢି ତୋଳିବାକୁ ସାମୁହିକ ଉଦ୍ୟମର ଆବଶ୍ୟକତା ରହିଛି ବୋଲି କହିଛନ୍ତି।

 

Leave a Reply

Your email address will not be published. Required fields are marked *