ଅରଡା ଗ୍ରାମରୁ ୨ କେଜି ରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ। ଯୁବକ ଗିରଫ।।

ଜଗତସିଂହପୁର,୨୪/୦୯/୨୦୨୬ (ଓଡ଼ିଶା ସମାଚାର)-୨୪ ତାରିଖ ପ୍ରାୟ ସକାଳ ୯ଟା ପାଖାପାଖି ତିର୍ତ୍ତୋଲ ଥାନା ଅନ୍ତର୍ଗତ ଅରଡା ଗ୍ରାମରେ ଚଢଉ କରି ୨କେଜି ୧୦୦ ଗ୍ରାମର ଗଞ୍ଜେଇ ଜବତ…

ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ।

ସାଲେପୁର,୨୪/୦୯/୨୦୨୬ (ଓଡିଶା ସମାଚାର/ଅଭୟ ଜେନା )ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କୁସୁମ କୁମାରୀ ଖଟୁଆ ଙ୍କର ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। ଡ.ପ୍ରସନ୍ନ କୁମାର ମହାପାତ୍ର…

ରସୁଲପୁର ବ୍ଲକ ପରିସରରେ ଆଇନ୍ ସଚେତନତା ସଭା।

ଯାଜପୁର,୨୪/୦୯/୨୦୨୬(ଓଡ଼ିଶା ସମାଚାର)-ରସୁଲପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲା ଦୌରାଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ଆଇନ୍…

ପଵିତ୍ର ସୁନିଆଁ ତିଥି ରେ ଶ୍ରୀ ବାମନ ଜନ୍ମ ଉତ୍ସବ ପାଳିତ

ନିଶ୍ଚିନ୍ତ କୋଇଲି,୨୪/୦୯/୨୦୨୬ (ଓଡିଶା ସମାଚାର /ଅଭୟ ଜେନା)ଉତ୍କଳୀୟ ନବ ବର୍ଷ, ସୁନିଆଁ ତିଥିରେ ଓଡ଼ିଆ ରାଜା ଙ୍କ ରାଜତ୍ଵ ଓ ଓଡିଶା ର ଶାସକୀୟ ଅଙ୍କ ଗଣନାର…

ଆଗକୁ ଆସୁଛି ଦଶହରା : ଖାଲ ଖମା ରେ ପରିପୂର୍ଣ୍ଣ ପୂର୍ତ୍ତ ବିଭାଗ ରାସ୍ତା, ଜଳୁନି ଷ୍ଟ୍ରିଟ୍ ଲାଇଟ୍

ନିଶ୍ଚିନ୍ତକୋଇଲି,୨୪ /୦୯/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଲେପୁର ପୂର୍ତ୍ତ ବିଭାଗ ଅଧିନସ୍ଥ କଟକ –  ଚାନ୍ଦବାଲି…

ପ୍ରାକ୍ତନ ସମିତିସଭ୍ୟଙ୍କ ପିତୃ ବିୟୋଗ

                               କାନ୍ଧରେ ବୋହି ଶ୍ମଶାନକୁ ନେଲେ ସମାଜସେବୀ ଦେବେନ୍ଦ୍ର ନିଶ୍ଚିନ୍ତକୋଇଲି,୨୪/୦୯/୨୦୨୬ (ଓଡିଶା ସମାଚାର /ଅଭୟ ଜେନା)ନିଶ୍ଚିନ୍ତକୋଇଲି ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ଜ୍ୟୋତିରଂଜନ ସ୍ବାଇଁଙ୍କ ପିତା ହରେକୃଷ୍ଣ ସ୍ବାଇଁ…

ମୁଖ୍ୟମନ୍ତ୍ରୀ ଙ୍କ  ସମୀକ୍ଷା -ଆଜି ରାତିରେ କଳିଙ୍ଗପଟ୍ଟନମ ନିକଟରେ ଉପକୂଳ ଅତିକ୍ରମ କରିବ

ଭୁବନେଶ୍ୱର,୨୩/୦୯/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)-ସ୍ଥଳଭାଗ ଆଡକୁ ମାଡ଼ିଆସୁଛି ଗଭୀର ଅବପାତ । ଗତ ୬ ଘଣ୍ଟା ଧରି ୭କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି ।…

ଶ୍ରୀବଳଦେବଜୀଉଙ୍କ ବଡପଣ୍ଡା ଭଗବାନ ପତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳୀ

କେନ୍ଦ୍ରାପଡ଼ା,୨୩/୦୯/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ବଡପଣ୍ଡା, ପଣ୍ଡିତସଭାର ସଦସ୍ୟ ତଥା କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରାକ୍ତନ ଇତିହାସ ବିଭାଗ ପ୍ରାଧ୍ୟାପକ ଭଗବାନ…

ଚାଉଳିଆଗଞ୍ଜ ପ୍ରସିଦ୍ଧ ଖୁଦୁରୁକୁଣୀ ଭସାଣି ଶାନ୍ତି ଶୃଙ୍ଖଳାର ସହ ଧୁମଧାମରେ ଶେଷ 

କଟକ ସଦର,୨୩/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପରମ୍ପରା ଅନୁଯାୟୀ ଖୁଦୁରୁକୁଣୀ ପୂଜା ଶେଷ ପାଳି ରବିବାର ପରେ ପଡୁଥିବା ପ୍ରଥମ ବୁଧବାର ଅର୍ଥାତ ଆଜି ରାଜ୍ୟର…

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ବର୍ଷ ସଶ୍ରମ କାରାଦଣ୍ଡ

୫୦ହଜାର ଜୋରିମାନା ସହ ପିଡିତାଙ୍କୁ ୧୦ଲକ୍ଷ କ୍ଷତିପୁରଣ ନିର୍ଦେଶ କେନ୍ଦ୍ରାପଡ଼ା, ୨୩/୦୯/୨୦୨୬ (ଓଡ଼ିଶା ସମାଚାର)- ଏକ ନାବାଳିକା ଗଣଦୁଷ୍କର୍ମ ମାମଲାର ବିଚାର କରି କେନ୍ଦ୍ରାପଡ଼ା ଅତିରିକ୍ତ ଜିଲା…