ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ ବଂଟନ

କେନ୍ଦ୍ରାପଡ଼ା, ୧୯/୧୨/୨୦୨୫(ଓଡ଼ିଶା ସମାଚାର)-ଜିଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ୨ ଜଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ ବଂଟନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପୂର୍ବାହ୍ନରେ…

ବରିଷ୍ଠ ନାଗରିକଙ୍କ ଭରଣପୋଷଣ କଲ୍ୟାଣ ଅଧିନିୟମ ସଚେତନତା କର୍ମଶାଳା

କେନ୍ଦ୍ରାପଡ଼ା, ୧୯/୧୨/୨୦୨୫(ଓଡ଼ିଶା ସମାଚାର)-ଜନସେବା ଦିବସ ଅବସରରେ କେନ୍ଦ୍ରାପଡା ବ୍ଲକ ପକ୍ଷରୁ ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ଆନୁକୂଲ୍ୟରେ ମାତାପିତା ଓ ବରିଷ୍ଠ ନାଗରିକଙ୍କ…

ବିନ୍ଦୁସାଗର ମହାନ୍ତିଙ୍କ ଅକାଳ ବିୟୋଗ

ଭୁବନେଶ୍ୱର,୧୯/୧୨/୨୦୨୫ (ଓଡ଼ିଶା ସମାଚାର)- ବରିଷ୍ଠ ସାମ୍ବାଦିକ ତଥା ‘ଉନ୍ନତି ପଥେ’ର ସମ୍ପାଦକ ପ୍ରଦୁ୍ୟମ୍ନ କୁମାର ମହାନ୍ତିଙ୍କ ଶାଳକ ବିନ୍ଦୁସାଗର ମହାନ୍ତିଙ୍କ ଅକାଳ ବିୟୋଗ ଘଟିଛି । ସ୍ୱର୍ଗତ…

ଟାଟା କମ୍ପାନୀର ଅତିରିକ୍ତ ସୁରକ୍ଷା ଜମା ପ୍ରତ୍ୟାହାର ନହେଲେ ଜନ ଆନ୍ଦୋଳନ ବ୍ୟାପକ ହେଵ-ଓଡିଶା ରାଷ୍ଟ୍ରଵାଦୀ ସଂଘ

କଟକ ସଦର ,୧୯/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ମୂଳ ଲକ୍ଷ ତଥା ମୂଳ ପ୍ରତିଶ୍ରୁତି ଠାରୁ ଦୂରେଇ ଯାଇଁ ଟାଟା କମ୍ପାନୀ ଏବେ ବିଦ୍ୟୁତ ଗ୍ରାହକଙ୍କ…

ଓଡ଼ିଶା ହାଇକୋର୍ଟ ର ଜଷ୍ଟିସ ସଙ୍ଗମ କୁମାର ସାହୁ ହେବେ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି

କଟକ ସଦର,୧୯/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଓଡ଼ିଶା ହାଇକୋର୍ଟ ର ବରିଷ୍ଠ ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ବିହାରର ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି…

ଇଞ୍ଜିନିୟର ଅଶୋକ ବସା ୱାର୍ଲ୍ଡ ଫେଡେରେସନ୍ ଅଫ୍ ଇଞ୍ଜିନିୟରିଂ ଓର୍ଗାନାଇଜେସନ୍ସ (ଡବ୍ଲ୍ୟୁ.ଏଫ.ଇ.ଓ.) ର ଆଭ୍ୟନ୍ତରୀଣ ଅଡିଟର ଭାବେ ନିଯୁକ୍ତ

ପ୍ୟାରିସ / ଭୁବନେଶ୍ୱର, ୧୯/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତ ତଥା ଓଡ଼ିଶାର ସୁଖ୍ୟାତ ଇଞ୍ଜିନିୟର ଅଶୋକ ବସା ୱାର୍ଲ୍ଡ  ଫେଡେରେସନ୍ ଅଫ୍ ଇଞ୍ଜିନିୟରିଂ ଓର୍ଗାନାଇଜେସନ୍ସ (ଡବ୍ଲ୍ୟୁ.ଏଫ.ଇ.ଓ.)…

ଏରକଣାରେ ସଂସ୍କାରକ ବୈରାଗୀ ମିଶ୍ରଙ୍କ ଜୟନ୍ତୀ ସମାରୋହ 

ମାହାଙ୍ଗା,୧୯/୧୨/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)- ସାରସ୍ୱତ ସେବାମଞ୍ଚ ପକ୍ଷରୁ ସଂସ୍କାରକ ବୈରାଗୀ ମିଶ୍ରଙ୍କ ୧୪୧ ତମ ଜନ୍ମ ଜୟନ୍ତୀ ଏରକଣା ଠାରେ ଶିକ୍ଷାବିତ ଡକ୍ଟର ଭାବଗ୍ରାହୀ…

କୃଷି ଇଞ୍ଜିନିୟରିଙ୍ଗ ଏବଂ ଯାନ୍ତ୍ରିକ ମହାବିଦ୍ୟାଳୟର ୧୯୮୧ ବ୍ୟାଚ ପାସ୍ ଆଉଟ୍ ଛାତ୍ରମାନଙ୍କର ବନ୍ଧୁ ମିଳନ

ଭୁବନେଶ୍ୱର, ୧୮/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୂବନେଶ୍ବର ସ୍ଥିତ କୃଷି ଇଞ୍ଜିନିୟରିଙ୍ଗ ଏବଂ ଯାନ୍ତ୍ରିକ ମହାବିଦ୍ୟାଳୟର ୧୯୮୧ ବ୍ୟାଚ ପାସ୍ ଆଉଟ୍ ଛାତ୍ରମାନଙ୍କର ଏକ ବନ୍ଧୁ ମିଳନ…

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ  ଦୁଇ ଦିନିଆ ରାଉରକେଲା ଗସ୍ତ

କ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା ଏନଆଇଟି ରାଉରକେଲା ଠାରେ ଆୟୋଜିତ ହାଇଡ୍ରୋ ଇଣ୍ଟରନ୍ୟାସନାଲ ସମାବେଶରେ ଯୋଗଦାନ ଓଡ଼ିଶାକୁ ଜଳ-ସୁରକ୍ଷିତ ରାଜ୍ୟ ଭାବେ ଗଢ଼ି…

କେନ୍ଦ୍ରାପଡାରେ ଲଭ୍ ଜିହାଦ

ଭଲପାଇବା ଜାଲରେ ଫସାଇ ହିନ୍ଦୁ ଯୁବତୀଙ୍କୁ ହ୍ରାଇଦ୍ରାବାଦ୍ ରେ ବିକ୍ରୀ କେନ୍ଦ୍ରାପଡ଼ା, ୧୮/୧୨/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ାରେ ଲଭ୍ ଜିହାଦ ଭଳି ଘଟଣା ସାମ୍ନାକୁ ଆସିଛି । ଜଣେ ହିନ୍ଦୁ…