କେଶରୀ ନଗର ରାଜ ଉଆସରେ ଗହଣ ଦଳର ପ୍ରାଣ ପ୍ରତିଷ୍ଠାତା ରାଜା ଶ୍ରୀ ନରସିଂହ ଦେବଙ୍କ ଜନ୍ମୋତ୍ସବ ପାଳିତ 

କଟକ ସଦର ,୧୪/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର କାଇଜଙ୍ଗ ରାଜ ଉଆସରେ ସର୍ବଧର୍ମ ସମନ୍ୱୟ ର ପ୍ରତୀକ ଗହଣଦଳର ପ୍ରତିଷ୍ଠାତା…

ରଥଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ : ପ୍ରତି ମାସରେ ହେବ ରଥଯାତ୍ରା ସମୀକ୍ଷା ବୈଠକ

ଭୁବନେଶ୍ୱର, ୧୪/୦୧/୨୦୨୬(ଓଡ଼ିଶା ସମାଚାର)-   ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ୨୦୨୬ ରଥଯାତ୍ରାକୁ ଦୃଷ୍ଟିରେ ରଖି ଏଥି ପାଇଁ ଆଗୁଆ ପ୍ରସ୍ତୁତି ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକରେ…

ସାଇବର ଠକେଇ ଓ ମନି ଲଣ୍ଡରିଂ ମାମଲା : ୭ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ରାଉରକେଲା,୧୪/୦୧/୨୦୨୬(ଓଡ଼ିଶା ସମାଚାର)- ସୋମବାର ରାଉରକେଲା ପୋଲିସ ଏକ ବଡ଼ ସାଇବର ଠକେଇ ଓ ମନି ଲଣ୍ଡରିଂ ମାମଲାର ପର୍ଦ୍ଧାଫାଶ କରି ୭ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ହାଇକୋର୍ଟରେ ଅତିରିକ୍ତ ସିକ୍ୟୁରିଟି ଜମା ପ୍ରସଙ୍ଗ : ଟାଟା ପାୱାରକୁ ଜବାବ ତଲବ

ଓଇଆରସି ଓ ଶକ୍ତି ସଚିବଙ୍କୁ ମଧ୍ୟ ନୋଟିସ କଟକ,୧୪/୦୧/୨୦୨୬(ଓଡ଼ିଶା ସମାଚାର)- ଅତିରିକ୍ତ ବିଦୁ୍ୟତ୍ ସିକ୍ୟୁରିଟିା ଜମା ଆଦାୟ ପ୍ରସଙ୍ଗରେ ଟାଟାପାୱାରଙ୍କୁ ହାଇକୋର୍ଟ ଜବାବ ତଲବ କରିଛନ୍ତି ।…

ବଢ଼ିଲା ୭ ହଜାର ମତଦାନ କେନ୍ଦ୍ର

ଏସଆଇଆର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ଭୁବନେଶ୍ୱର,୧୪/୦୧/୨୦୨୬(ଓଡ଼ିଶା ସମାଚାର)- ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍) ପୂର୍ବରୁ ରାଜ୍ୟରେ ବୁଥ୍ (ମତଦାନ କେନ୍ଦ୍ର) ସଂଖ୍ୟାରେ ବୃଦ୍ଧି କରାଯାଇଛି  । ପ୍ରାୟ…

ପ୍ରହ୍ଲାଦ ମଲିକଙ୍କର ୯୭ତମ ଜୟନ୍ତୀ ଉତ୍ସବ

ମାନବବାଦ ନଥିଲେ ସାମାଜିକ ନ୍ୟାୟ ସମ୍ଭବ ନୁହେଁ ଭୁବନେଶ୍ୱର,୧୩/୦୧/୨୦୨୬ (ଓଡ଼ିଶା ସମାଚାର)- ଆମକୁ ମାନବ ଧର୍ମରେ ବିଶ୍ୱାସ କରିବାକୁ ହେବ । ମାନବାବଦ ନଥିଲେ ସାମାଜିକ ନ୍ୟାୟ…

ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପ ପରିଦର୍ଶନ ଓ କାର୍ଯ୍ୟ ସମୀକ୍ଷା

* ବିଭିନ୍ନ ବୈଷୟିକ କାର୍ଯ୍ୟ ତଦାରଖ ଓ ପରାମର୍ଶ ଆନନ୍ଦପୁର/ଭୁବନେଶ୍ୱର,୧୩/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା କେନ୍ଦୁଝର…

ରାଜା ଶ୍ରୀ ନରସିଂହ ଦେବଙ୍କ ପୁଣ୍ୟ ଜନ୍ମ ଉତ୍ସବ ଉପଲକ୍ଷେ କଳସ ଶୋଭାଯାତ୍ରା

କଟକ, ୧୩/୦୧/୨୦୨୬ (ଓଡ଼ିଶା ସମାଚାର)-  ଗହଣ ଦଳର ପ୍ରତିଷ୍ଠାତା ରାଜା ଶ୍ରୀ ନରସିଂହ ଦେବଙ୍କ ପୁଣ୍ୟ ଜନ୍ମ ଉତ୍ସବ ଉପଲକ୍ଷେ ଆଜି ଏକ ବର୍ଣ୍ଣାଢ଼୍ୟ କଳସ ଶୋଭାଯାତ୍ରା…

ନୃତ୍ୟ ଅନୁଷ୍ଠାନ ସ୍ପିରିଜା ଏବଂ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ପକ୍ଷରୁ ଆୟୋଜିତ ଅଭିନୟ କର୍ମଶାଳାର ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

NSD ର ରାଜ୍ୟ ଶାଖା କେନ୍ଦୁଝରରେ ଖୋଲିବ, ଅନୁଷ୍ଠାନର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ସଂସ୍କୃତି ସମାଜର ଆତ୍ମା, ନାଟକ ଆମ…

ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

– ‘ଓଡ଼ିଆ ଭାଷା, ସଂସ୍କୃତିର ସମୃଦ୍ଧି, ବିଚ୍ଛିନ୍ନାଞ୍ଚଳ ଏକତ୍ରୀକରଣ ଓ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ରେ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଅବଦାନ ଅବିସ୍ମରଣୀୟ’ ଭୁବନେଶ୍ୱର,୧୩/୦୧/୨୦୨୬…