ସୁନ୍ଦରଗଡ଼ ରେ  ”ଆମେ ଜାଣିବା ଆମ ବଜେଟ୍ “ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼, ୧୪/୦୪/୨୦୨୬ (ଓଡ଼ିଶା ସମାଚାର)-ସୁନ୍ଦରଗଡ଼ ରେ ଆୟୋଜିତ ହୋଇଯାଇଅଛି ଆମେ ଜାଣିବା ଆମ ବଜେଟ୍ କାର୍ଯ୍ୟକ୍ରମ । ସ୍ଥାନୀୟ ବିକାଶ ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

ଯୋଜନା ଓ ସଂଯୋଜନ ବିଭାଗରେ ଓଡ଼ିଶା ପାହ୍ୟା ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କ ପ୍ରଶିକ୍ଷଣ

ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରିବାରେ ପର୍ଯ୍ୟାପ୍ତ  ସୁଯୋଗ ରହିଛି : ଉନ୍ନୟନ ଆୟୁକ୍ତ  ଶ୍ରୀ ଦେଓରଞ୍ଜନ ଭୁବନେଶ୍ୱର,୧୩/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ…

My India Budget Quest 2026 ଆୟୋଜିତ

ବଜେଟ ଓ ଅର୍ଥନୀତି ପ୍ରତି ଯୁବବର୍ଗଙ୍କ ଆଗ୍ରହ ବଢ଼ୁଛି ଯୁବବର୍ଗଙ୍କ ଆର୍ଥିକ ସଚେତନତା ଓ ଦାୟିତ୍ୱବୋଧତା  ସମୃଦ୍ଧ ଓଡ଼ିଶା ଗଠନର ମୂଳଦୂଆ ପକାଇବ- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର,୧୩/୦୪/୨୦୨୬ (ଓଡ଼ିଶା…

ମା ‘ ତାରିଣୀଙ୍କ ଚଇତି ପର୍ବର ପଞ୍ଚମ ଦିନ ଆଧ୍ୟାତ୍ମିକ ନୃତ୍ୟ , ଭଜନ ଓ ଝୁମର ନୃତ୍ୟ ପରିବେଷଣ

ଘଟଗାଁ, ୧୩/୦୪/୨୦୨୬ (ଓଡିଶା ସମାଚାର)-କେନ୍ଦୁଝରର ଆରାଧ୍ୟା ଦେବୀ ଘଟଗାଁ ମା ତାରିଣୀ ଠାକୁରାଣୀଙ୍କ ଚଇତି ପର୍ବର ଆଜି ପଞ୍ଚମ ଦିବସ। ଏହି ପଞ୍ଚମ ଦିବସରେ ମା’ଙ୍କ ସୁନାବେଶ…

ଓଡ଼ିଆ ପକ୍ଷ ଅବସରରେ ‘ଆମ ରୁଚି ଆମ ଖାଦ୍ୟ’ ଆୟୋଜିତ

ଜଗତସିଂହପୁର, ୧୩/୦୪/୨୦୨୬ (ଓଡ଼ିଶା ସମାଚାର)-ଓଡ଼ିଆ ପକ୍ଷ ପାଳନ–୨୦୨୬ ଅବସରରେ “ପାରମ୍ପରିକ ଖାଦ୍ୟ ଦିବସ – ଆମ ରୁଚି, ଆମ ଖାଦ୍ୟ” ଜିଲ୍ଲାସ୍ତରରେ ଉତ୍ସାହର ସହିତ ଅନୁଷ୍ଠିତ ହୋଇଛି।…

ବାଲିକୁଦା ବ୍ଲକ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର,୧୩/୦୪/୨୦୨୬ (ଓଡ଼ିଶା ସମାଚାର)- ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ବାଲିକୁଦା ବ୍ଲକ କାର୍ଯ୍ୟାଳୟ  ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ…

ହନୁମାନ ଜୟନ୍ତୀ ଉପଲକ୍ଷେ ସହରରେ ପୋଲିସର ଫ୍ଲାଗମାର୍ଚ୍ଚ

କେନ୍ଦ୍ରାପଡ଼ା,୧୩/୦୪/୨୦୨୬(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ାରେ ମଙ୍ଗଳବାର ହନୁମାନ ଜୟନ୍ତୀ ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିସହିତ ବଜରଙ୍ଗ ଦଳ ଓ ହନୁମାନ ଭକ୍ତମାନଙ୍କ ପକ୍ଷରୁ ସହରରେ ଏକ…

କଟକ ଜିଲ୍ଲା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ହେଲେ ଯୋଗେନ୍ଦ୍ର ଭୋଇ

କଟକ ସଦର , ୧୩/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ନଗର ବିଜେପି ଜିଲ୍ଲା ଅନୁସୂଚୀତ ଜାତି ମୋର୍ଚା ସଭାପତି ଭାବେ କଟକ ସଦର ନିର୍ବାଚନମଣ୍ଡଳୀ…

ଵାରଦା ହାଇସ୍କୁଲର ନୂତନ ଶ୍ରେଣୀ ଵିଲ୍ଡିଂ ଉଦଘାଟିତ 

କଟକ ସଦର ୧୩/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵାରଦା ପଞ୍ଚାୟତ ଵାରଦା ହାଇସ୍କୁଲର ନୂତନ ଶ୍ରେଣୀ ଗୃହକୁ ଆଜି ସୋମବାର ଦିନ…

ଯାଜପୁରରେ ଜିଲ୍ଲାସ୍ତରୀୟ “ଆମେ ଜାଣିବା, ଆମ ବଜେଟ୍” ବୈଠକ ଅନୁଷ୍ଠିତ

— ବୈଠକରେ ଯୋଗ ଦେଲେ ପ୍ରମୁଖ ଶାସନ ସଚିବ ତଥା ଯାଜପୁର ଜିଲ୍ଲା ନୋଡାଲ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ — ୨୦୨୬-୨୭ ସୁଦ୍ଧା ପ୍ରତ୍ୟେକ…