କଟକ ଜିଲ୍ଲା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ହେଲେ ଯୋଗେନ୍ଦ୍ର ଭୋଇ

କଟକ ସଦର , ୧୩/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ନଗର ବିଜେପି ଜିଲ୍ଲା ଅନୁସୂଚୀତ ଜାତି ମୋର୍ଚା ସଭାପତି ଭାବେ କଟକ ସଦର ନିର୍ବାଚନମଣ୍ଡଳୀ ଅର୍ନ୍ତଗତ କନ୍ଦରପୁର ପଞ୍ଚାୟତର ପୂର୍ବତନ ସରପଂଚ ଯୋଗେନ୍ଦ୍ର ନାଥ ଭୋଇଙ୍କୁ ରାଜ୍ୟ ସଭାପତି ବାଇଧର ମଲ୍ଲିକ ନିଯୁକ୍ତି ଦେଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ଶ୍ରୀ ଭୋଇ ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ ଭାବେ ପରିଚିତ।

Leave a Reply

Your email address will not be published. Required fields are marked *