ରାଜଧାନୀରେ ଫୁଟିଲା ବୋମା, ଜଣେ ନାବାଳକ ଆହତ

ଭୁବନେଶ୍ୱର,୧୯/୯/୨୦୨୪ (ଓଡ଼ିଶା ସମାଚାର)- ରାଜଧାନୀରେ ଫୁଟିଲା ବୋମା। କ୍ୟାପିଟାଲ ଥାନ ଅନ୍ତର୍ଗତ ଭୁବନେଶ୍ବର ବାପୁଜୀ ନଗର କେଦାରପଲ୍ଲୀ ବସ୍ତିର ଦୁଇଟି ସ୍ଥାନରେ ସିରିଜ୍ ବୋମାମାଡ଼ ହୋଇଛି। କେଦାରପଲ୍ଲୀ…

ଯୋବ୍ରା ବ୍ରିଜରେ ସିରିଜ୍ ଦୁର୍ଘଟଣା, ୩ ଗୁରୁତର ଆହତ

କଟକ, ୧୬/୯/୨୦୨୪ (ଓଡ଼ିଶା ସମାଚାର/ ଦେବାଶିଷ ରଥ)- କଟକ ଯୋବ୍ରା ବ୍ରିଜରେ ଏକ ସ୍କର୍ପିଓ ସିରିଜ୍ ଦୁର୍ଘଟଣା ଘଟାଇଛି । ସ୍କର୍ପିଓଟି ଏକ ବୋଲେରୋକୁ ପିଟିବା ସହ…

ନଦୀ ପାର ହେବା ବେଳେ ଜଣେ ବୃଦ୍ଧଙ୍କୁ ଝାମ୍ପି ନେଇଛି କୁମ୍ଭୀର

କେନ୍ଦ୍ରାପଡ଼ା,୧୬/୯/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଧୀନ ଦିନିଆରି ଗାଁରେ ନଦୀ ପାର ହେବା ବେଳେ ଜଣେ ବୃଦ୍ଧଙ୍କୁ ଝାମ୍ପି ନେଇଛି କୁମ୍ଭୀର। ନିଖୋଜ…

ପୋଲ ଉପରେ ଚପଲ ଓ ସାଇକେଲ ଥୋଇ ଲୁଣାନଦୀକୁ ଡେଇଁ ଅଧ୍ୟାପକ ନିଖୋଜ

କେନ୍ଦ୍ରାପଡା,୧୫/୯/୨୦୨୪ (ଓଡ଼ିଶା ସମାଚାର)- ଲୁଣା ନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ପୋଲ ଉପରେ ଚପଲ ଓ ସାଇକେଲ ଥୋଇ ଯୁବକ ଜଣକ ନଦୀକୁ…

ଗଞ୍ଜେଇ ଚାଲଣ ବେଳେ ମାଡିବସିଲା ପୋଲିସ : ଗଞ୍ଜେଇ ସହ ମୋବାଇଲ ଓ ବାଇକ ଜବତ ,  ଦୁଇ ଗିରଫ

ବାଲିଗୁଡା,୦୨/୦୯/୨୪ (ଓଡିଶା ସମାଚାର /ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ମିଳିଛି ଏକ ବଡ ସଫଳତା। ବାଲିଗୁଡା ପୋଲିସ ପକ୍ଷରୁ ଏସଆଇ ସଞ୍ଜୟ କୁମାର…

ଗୋରୁ କୁ ବଞ୍ଚେଇବା କୁ ଯାଇ ଯାତ୍ରୀବାହୀ ମାଳତୀ ବସ ଦୁର୍ଘଟଣା ଗ୍ରସ୍ତ : ଗୋରୁର ମୃତ୍ୟୁ : ୧୦ରୁ ଉର୍ଧ୍ଵ ଯାତ୍ରୀ ଆହତ

ବାଲିଗୁଡା, ୦୧/୯/୨୦୨୪ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ ଅଧିନସ୍ଥ ଲିଙ୍ଗାଗଡ଼ ଗ୍ରାମ ପଞ୍ଚାୟତରେ ମାଳତୀ ନାମକ ଏକ…

ଏକତରଫା ପ୍ରେମ ରୁ ରାଜଧାନୀରେ ଗଡିଲା ମୁଣ୍ଡ

ଭୁବନେଶ୍ୱର, ୨୯/୮/୨୦୨୪ (ଓଡ଼ିଶା ସମାଚାର)- ଏକତରଫା ପ୍ରେମ ରୁ ରାଜଧାନୀରେ ଗଡିଲା ମୁଣ୍ଡ। ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ହତ୍ୟା କଲା ପ୍ରେମପାଗଳ ନାବାଳକ…

ଲୁଣା ନଦୀକୁଡେଇଁ ମହିଳା ନିଖୋଜ

ନିଶ୍ଚିନ୍ତକୋଇଲି,୨୭/୮/୨୦୨୪(ଓଡିଶା ସମାଚାର /ଅଭୟ ଜେନା) -ଲୁଣା ନଦୀକୁ ଡେଇଁପଡି ଭାସିଗଲେ ମହିଳା ।ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନେମାଳ ଥାନା ଫତେପୁର ଗାଁରେ। ଫତେପୁର ନିକଟ…

ବାଇକରେ ସାଇଡ୍ ମରାକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ହାତାହାତି

କେନ୍ଦ୍ରାପଡ଼ା, ୨୫/୮/୨୦୨୪ (ଓଡ଼ିଶା ସମାଚାର)- କଟକ – ଚାନ୍ଦବାଲି ରାସ୍ତାର ତିନିମୂହାଣୀଛକରୁ ମାରୁତି ଛକ ଯିବା ବେଳେ ଜନୈକ ଯୁବକଙ୍କୁ ୪ ଜଣ ଦୁର୍ବୁତ ବାଇକରେ ଆସି…