ସାମସଙ୍ଗ ଗାଲାକ୍ସି ଏସ- ୨୬ର ଏଆଇ ବିଶେଷତ୍ବ ବିକଶିତ କରିବାରେ ଭାରତୀୟ ଯନ୍ତ୍ରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ
ଭୁବନେଶ୍ୱର,୨୯/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସାମସଙ୍ଗର ନୋଏଡା ସ୍ଥିତ ଗବେଷଣା ଏବଂ ବିକାଶ କେନ୍ଦ୍ର (ଏସଆରଆଇ-ନୋଏଡ଼ା) ଚ଼ଳିତବର୍ଷ ଆରମ୍ଭରେ ଶୁଭାରମ୍ଭ ହୋଇଥିବା ସାମସଙ୍ଗର ଫ୍ଲାଗସିପ୍ ସ୍ମାର୍ଟଫୋନ ଗାଲାକ୍ସି…
