ଆନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ପ୍ରାପ୍ତ କେନ୍ଦ୍ରାପଡାର ସାହାଦତଙ୍କୁ ୫-ଟି ଅଧ୍ୟକ୍ଷଙ୍କ ଶୁଭେଛା

କେନ୍ଦ୍ରାପଡ଼ା, ୨୫/୦୧/୨୦୨୪ (ଓଡ଼ିଶା ସମାଚାର)- ଆପେକ୍ସ ଆଙ୍ଗଲୋ ଆରବିକ ସ୍କୁଲର ଛାତ୍ର ସାହାଦତ ଖାନ ଅନ୍ତର୍ଜାତୀୟ ଦୈାଡ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ…

ବିଚିତ୍ରାନନ୍ଦ ସ୍ମାରକି କ୍ରିକେଟ ପ୍ରତିଯୋଗିତା ଚୌଦ୍ୱାର, କଟକ ଦଳ ବିଜେତା

ଖୋରଧା ୨୨/୦୧/୨୦୨୪ (ଓଡ଼ିଶା ସମାଚାର)-ଖୋରଧା, କାଇପଦର ର ବରିଷ୍ଠ ଶିକ୍ଷାବିତ ଏବଂ ଜଣା ଶୁଣା ସମାଜ ସେବୀ ସ୍ବର୍ଗୀୟ ବିଚିତ୍ରାନନ୍ଦ ଚମ୍ପତିରାୟ ଙ୍କ ଅମ୍ଲାନ ସ୍ମୁତି କୁ…

ଓଡିଶା ଷ୍ଟେଟ ବ୍ୟାଡମିନ୍ଟନ ମାଷ୍ଟର୍ ରାଙ୍କିଙ୍ଗ ଟୁର୍ନାମେଣ୍ଟ – ଜୁନାଗଡର ସମୀର ସାହୁ ଚାମ୍ପିଅନ୍

ଜୁନାଗଡ, ୨୨/୦୧/୨୦୨୪ (ଓଡ଼ିଶା ସମାଚାର/ରାକେଶ ବେମାଲ)- ଓଡିଶା ଷ୍ଟେଟ ବ୍ୟାଡମିନ୍ଟନ ଆସୋସିଏସନ ଦ୍ଵାରା ଆୟୋଜିତ ୟ୍ୟୁନେକ୍ସ ସନ୍ ରାଇଜ ମାଷ୍ଟର୍ ରାଙ୍କିଙ୍ଗ ବ୍ୟାଡମିନ୍ଟନ ଟୁର୍ନାମେଣ୍ଟ କଟକ ଠାରେ…

ସର୍ବ ଭାରତୀୟ କ୍ରିକେଟ ଟୁର୍ନାମେଣ୍ଟ ଶାସନ ସାହି କପ, ରାଉରକେଲା କୁ ହରାଇ ଜୁଭେଲାଇନ କ୍ରିକେଟ କ୍ଲବ କଟକ ଚମ୍ପିୟାନ

ପାଲଲହଡା ୧୮/୦୧/୨୦୨୪ (ଓଡ଼ିଶା ସମାଚାର)- ଆଜି ଜୟ ଶ୍ରୀରାମ କ୍ରିକେଟ କ୍ଲବ ଶାସନ ସାହି ଆନୁକୂଲ୍ୟରେ ପାଲଲହଡା ଷ୍ଟାଡିୟମ ଠାରେ ଆୟୋଜିତ ଷଷ୍ଟ ରାଜ୍ୟ ସ୍ତରୀୟ ଶ୍ରୀକାନ୍ତ…

ଜଗତସିଂହପୁର ରେ ଉଦଘାଟିତ ହେଲା ନୂଆ ଓ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗୀତା

ଜଗତସିଂହପୁର, ୧୮/୦୧/୨୦୨୪ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ ରେ ଜିଲ୍ଲା ରେ ନୂଆ ଓ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା, ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍…

ଜଗତସିଂହପୁର ରେ ଆୟୋଜିତ ହେବ ନୂଆ ଓ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା

ଜଗତସିଂହପୁର, ୧୬/୦୧/୨୦୨୪ (ଓଡ଼ିଶା ସମାଚାର)- ଆସନ୍ତା ଜାନୁଆରୀ ୧୮ ତାରିଖ ଠାରୁ ୨୦ ତାରିଖ ପର୍ୟ୍ୟନ୍ତ ଜଗତସିଂହପୁର ଜିଲ୍ଲା ରେ ନୂଆ ଓ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ…

ମୋଟା ପ୍ରିମିୟର ଲିଗ ସିଜିନ ୦୨ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ : ଖିଲ୍ଲାମୁଣ୍ଡା ୱାରିୟର୍ସ ବିଜେତା

 ନିରାକାରପୁର, ୧୫/୦୧/୨୦୨୪ (ଓଡ଼ିଶା ସମାଚାର)-ସ୍ଥାନୀୟ ଗୋଡିପଡା ପଞ୍ଚାୟତ ସ୍ଥିତ ମୋଟା ଖେଳ ପଡିଆରେ ଚାଲିଥିବା ମୋଟା ପ୍ରିମିୟର ଲିଗ ସିଜିନ ୦୨ କ୍ରିକେଟ ଟୁର୍ଣ୍ଣାମେଣ୍ଟର  ଆଜି ଫାଇନାଲ…

ମହାବୀର କ୍ରିକେଟ କ୍ଲବ ପ୍ରିମିୟର ଲିଗ ହରିପୁର ଫାଇନାଲ ମ୍ୟାଚ : ମହମୋଦ ସ୍ପୋର୍ଟ୍ସ ବାଲୁଗାଁ ଚାମ୍ପିଆନ

ନିରାକାରପୁର, ୧୫/୦୧/୨୦୨୪ (ଓଡ଼ିଶା ସମାଚାର)- ସ୍ଥାନୀୟ ହରିପୁର ପଞ୍ଚାୟତ ଖେଳ ପଡିଆରେ ଚାଲିଥିବା ମହାବୀର କ୍ରିକେଟ କ୍ଲବ ପ୍ରିମିୟର ଲିଗ ଟୁର୍ଣ୍ଣାମେଣ୍ଟର  ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ …

ସଖାସଂଘ କ୍ରୀଡ଼ା ସଂସଦର ଆୟବ୍ୟୟ ହିସାବ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ନିରାକାରପୁର, ୧୫/୦୧/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସଖାସଂଘ କ୍ରୀଡ଼ା ସଂସଦ ତରଫରୁ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ହୋଇଥିବା…