ମର୍ଣ୍ଣିଙ୍ଗ ମିଟ ପକ୍ଷରୁ ରଜ ମହୋତ୍ସବ ପାଳିତ

କଟକ ୧୫/୦୬/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା) କଟକ ମହାନଗର ନିଗମ ୫୯ ନମ୍ବର ଓ୍ୱାର୍ଡ ଫୁଲନଖରାଠାରେ ଓଡ଼ିଶାର ସାମାଜିକ ସଂଗଠନ ମର୍ଣ୍ଣିଙ୍ଗ ମିଟ ପକ୍ଷରୁ ଅନୁଷ୍ଠାନର ପରିସର ମଧ୍ୟରେ ଓଡ଼ିଶାର ଗଣପର୍ବ ରଜ ମହୋତ୍ସବ ଅନୁଷ୍ଠାନର ସଭାପତି ପ୍ରଶାନ୍ତ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ସୁଧୀର ପଟ୍ଟନାୟକ,ବିନୟ ଜେନା, ହେମନ୍ତ ସାହୁ,ଟିଟନ ସାହୁ, ସୁକାନ୍ତ ସାହୁ, ବଳରାମ ସାହୁ, ଅଭିନେତା ମୁକ୍ତିକାନ୍ତ ମହାପାତ୍ର, ଅଭିନେତା ପ୍ରଦୀପ୍ତ କୁମାର ଦାସ,ଆଡଭୋକେଟ ଛବି ବେହେରା, ଲିଙ୍କନ ରାଉତ, ଅନିରୁଦ୍ଧ ନାୟକ, ତୁଷାର ଭୂୟାଁ, ସଞ୍ଜୀବ ଜେନା, ଅଭିନେତ୍ରୀ ପ୍ରିୟା ପାତ୍ର,ଗିରିଶ ବାରିକ,କରିମ୍ ଶାହା ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *