କଟକ ସଦର, ୦୫/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିଷ୍ଣୁ ବେହେରା): କଟକ ର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଦଳ ଛାଡ଼ିବା ଏବଂ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ୱାଳଂକ ସହିତ ସେମାନଙ୍କ ବିଧାୟକ ପୁଅ ଦେଵୀ ରଞ୍ଜନ ତ୍ରିପାଠୀ ଓ ସୈ।ଭିକ ବିଶ୍ବାଳ ଙ୍କୁ
ବିଜେଡିରୁ ବାହାର କରିବା ପରଠାରୁ କଟକ ବିଜେଡ଼ି ରେ ଇସ୍ତଫାର ସୁଅ ଛୁଟିଛି। ଏହି ପରିପ୍ରେକ୍ଷୀରେ ଆଜି ଶୁକ୍ରବାର ଦିନ କଟକ ନଗର ବିଜେଡି ର ସଂପାଦକ ଫିରୋଜ ମହାପାତ୍ର ଦଳରୁ ଇସ୍ତଫା ଦେଇଥିବା ଜଣାପଡିଛି। ହେଲେ ଭାଡି ଖାଲି ହେବା ଶେଷ ପର୍ଯ୍ୟନ୍ତ କଟକ ର ଦୁଇ ସିଂହ ନେତା ଚିରାଚରିତ ଢଙ୍ଗରେ କହିବେ ‘ସମସ୍ତେ ଚାଲିଗଲେ ବି ଦଳ ଉପରେ କିଛି ପ୍ରଭାବ ପଡିବ ନାହିଁ’।
କଟକର ଆଉଜଣେ ବିଜେଡ଼ି ନେତା ଫିରୋଜ ମହାପାତ୍ର ଦଳ ଛାଡ଼ିଲେ
