ମହିଳାଙ୍କୁ ଦୁଷ୍କର୍ମ ଘଟଣା: ଆଠବର୍ଷ ଫେରାର ପରେ  ମୈ।ଲାନା ଗିରଫ 

କଟକ ସଦର, ୦୫/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ତନ୍ତ୍ର ମନ୍ତ୍ର ବାହାନାରେ ଜନୈକା ମହିଳାଙ୍କୁ ୨୦୧୮ ମସିହାରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦୀର୍ଘ ଆଠବର୍ଷ ଫେରାର ଥିବା ଅଭିଯୁକ୍ତ ଜଗତପୁର ଥାନା ପଦ୍ମପୁର ମୁତାରିଫା ବସ୍ତିର ମୈ।ଲାନାଙ୍କୁ ପୋଲିସ ଜାମସେଦପୁରରୁ ଗିରଫ କରିବାରେ ସଫଳ ହୋଇଥିବା ଜଣାପଡିଛି। ଅଭିଯୁକ୍ତ ର ନାଁ ମୈ।ଲାନା ସେକ୍ ନଜିମୁଲ ଅରଫିନ୍ ଓରଫ ହାପିକ୍ (୪୫) ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *