ଗରଦପୁର, ୧୦/୦୮/୨୦୨୫ (ଓଡ଼ିଶା ସମାଚାର)- ମହାମାୟା ମଣ୍ଡପ,କଦମଛନ୍ଦା ରେ ଆସନ୍ତା ୪୧ତମ ଦୁର୍ଗାପୂଜା ପାଳନ ପାଇଁ ଶ୍ରୀ ରୁଦ୍ର ସିଂହ ଙ୍କ ସଭାପତିତ୍ବ ରେ ମା”ରଣପୁରୀ ମନ୍ଦିର ସଂଲଗ୍ନ ସ୍ବଭିମାନ ମଣ୍ଡପ ରେ ଏକ ପ୍ରାଥମିକ ପ୍ରସ୍ତୁତି ବୈଠକ ର ଆୟୋଜନ କରାଯାଇ ଥିଲା । ଏଥିରେ ପୂଜା ସୁରୁଖୁରୁରେ ପରିଚାଳନା କରିବା ନିମନ୍ତେ ଆଲୋଚନା କରା ଯାଇଥିଲା।ଉକ୍ତ ବୈଠକରେ କଦମଛନ୍ଦା ଓ ନୂଆଗାଁ ର ସର୍ବଶ୍ରୀ ବସନ୍ତ ସିଂହ,ରବିନାରାୟଣ ସିଂହ,ସୂର୍ଯ୍ୟ କୁମାର ସିଂହ,ଦେବନ୍ଦ୍ର ସିଂହ,ଗୌତ୍ତମ ଲେଙ୍କା,ପିତାମ୍ବର ଲେଙ୍କା ବିପନି ଦାସ,କ୍ଷିରୋଦ ସିଂହ,ମାନସ ସିଂହ,ଓମ୍ ପ୍ରକାଶ ଲେଙ୍କା,ଆଷିଶ ସିଂହ, ସାଗର ଜେନା,ରୋହିତ ଲେଙ୍କା,ଜିତେନ୍ଦ୍ର ସାହୁ,କିଶୋର ଜେନା,ବାସୁଦେବ ମହାରଣା,ଲଳିତ ଷେଣ୍ଢ,ଶତୃଘ୍ନ ଷେଣ୍ଢ,ସୁରେନ୍ଦ୍ର ମହାରଣା,ମାନସ ମହାନ୍ତି,ନିର୍ମଳ ଜେନା ପ୍ରମୁଖ ଉପସ୍ଥିତ ରହି ସେମାନଙ୍କ ସୁଚିନ୍ତିତ ମତାମତ ଦେଇଥଲେ।
ସର୍ବଶ୍ରୀ ବିରଞ୍ଚି ସିଂହ,ରାଜେନ୍ଦ୍ର ସିଂହ, ସୁକାନ୍ତ ଲେଙ୍କା,ଜ୍ଞାନେନ୍ଦ୍ର ସିଂହ,ପ୍ରସନ୍ନ ସିଂହ,ବିଶ୍ବଧର ରାଜାରାମ ସୂତାର ପମୁଖ ଆଭାସି ମାଧ୍ୟମରେ ଯୋଗଦେଇ ଆଲୋଚନା ରେ ଭାଗ ନେଇଥିଲେ । ବିରଞ୍ଚି ଓ ଲିଙ୍କନ୍ ସଫଳ ଆଭାସି ବୈଠକ ପରିଚାଳନା କରି ଥିଲେ ।
