ଭୁବନେଶ୍ୱର,୧୮/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ହେବାକୁ ଥିବା ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ପାଇଁ ଜିଲ୍ଲାୱାରୀ ରିଟର୍ଣ୍ଣିଂଅଫିସର ନିଯୁକ୍ତ କରାଯାଇଛି। ଏ ନେଇ ବିଜୁ ଜନତା ଦଳ ନିର୍ବାଚନ କାର୍ୟ୍ୟ।ଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ରିଟର୍ଣ୍ଣିଂଅଫିସର ପ୍ରତାପ କେଶରୀ ଦେବ୍ ଏହି ରିଟର୍ଣ୍ଣିଂ ଅଫିସର ମାନଙ୍କ ତାଲିକା ପ୍ରକାଶ କରିଛନ୍ତି ।
ଅନୁଗୁଳ- ସରୋଜ କୁମାର ପଟ୍ଟନାୟକ, ବାଲେଶ୍ବର- ମାନସ ଜେନା, ବରଗଡ଼- ଅଶୋକ ବାରିକ, ଭଦ୍ରକ- ପୱନ କୁମାର ଶର୍ମା, ଭୁବନେଶ୍ବର- ଜିତେନ୍ଦ୍ର କୁମାର ନନ୍ଦ, ବଲାଙ୍ଗୀର- ଲିଙ୍କନ ସାହୁ ,ବୌଦ୍ଧ- ସନ୍ତୋଷ କୁମାର ସାହୁ , କଟକ- ମନୋରଞ୍ଜନ ଖଟୁଆ ,ଦେବଗଡ଼- କାମାକ୍ଷା ଗଙ୍ଗଦେବ , ଢେଙ୍କାନାଳ- ଗୋପାଳ ଚନ୍ଦ୍ର ପାତ୍ର , ଗଜପତି- ପି. ପ୍ରସାଦ ରାଓ ,ଗଞ୍ଜାମ- ଦେବେନ୍ଦ୍ର ମହାପାତ୍ର , ଜଗତସିଂହପୁର- ଜ୍ଞାନ ରଞ୍ଜନ ମହାନ୍ତି , ଝାରସୁଗୁଡ଼ା- ସହିଦ ବେଗ , ଯାଜପୁର- ବାବାଜୀ ଚରଣ ଦାସ, କଳାହାଣ୍ଡି- ପ୍ରମୋଦ କୁମାର ସାହାଣି , କେନ୍ଦ୍ରାପଡ଼ା- ଭୀମସେନ ଭୂୟାଁ ,
କେନ୍ଦୁଝର- ସୁରେନ୍ଦ୍ର ଜେନା , ଖୋର୍ଦ୍ଧା- ଜିତେନ୍ଦ୍ର ପ୍ରଧାନ , କନ୍ଧମାଳ- ପ୍ରତାପ କୁମାର ପାତ୍ର , କୋରାପୁଟ- ରଘୁରାମ ପୋଡାଲ , ମୟୁରଭଞ୍ଜ (୧)- ଅନନ୍ତ କୁମାର ଦାସ , ମୟୁରଭଞ୍ଜ (୨)- ଗୌରୀ ଶଙ୍କର ଦତ୍ତ , ମାଲକାନଗିରି- ଘନଶ୍ୟାମ ମାଡକାମି , ନବରଙ୍ଗପୁର- ସଚିଦା ନନ୍ଦ ସ୍ବାଇଁ , ନୟାଗଡ଼- ଗଙ୍ଗାଧର ପଣ୍ଡା , ନୂଆପଡ଼ା- ଚିତରଞ୍ଜନ ବେହେରା , ପୁରୀ- ବୈରାଗୀ ଜେନା , ରାୟଗଡ଼ା- ବ୍ରଜ ସୁନ୍ଦର ନାୟକ , ରାଉରକେଲା- ଜୟନ୍ତ କୁମାର ମିଶ୍ର , ସୁନ୍ଦରଗଡ଼- ଅଶୋକ କୁମାର ସ୍ବାଇଁ , ସମ୍ବଲପୁର- ସଞ୍ଜୀବ କୁମାର ସଡଙ୍ଗୀ , ସୁବର୍ଣ୍ଣପୁର- ସରତ ଚନ୍ଦ୍ର ଭୋଇ ଙ୍କୁ ରିଟର୍ଣ୍ଣିଂଅଫିସର ନିଯୁକ୍ତ କରାଯାଇଛି ।