ମଳିପଡ଼ା ରାମଲୀଳାରେ ମହି ରାବଣ ବଧ

ନିରାକାରପୁର, ୨୪/୦୪/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ମଳିପଡା ଉପରସାହି ରଘୁନାଥ ରାମମାନସ ନାଟ୍ୟସସଂଦ ଦ୍ୱାରା ଆୟୋଜିତ ରାମଲୀଳା ମହୋତ୍ସବ ର ପଞ୍ଚମ ରାତ୍ରରେ, ମହିରାବଣ ବଧ ମଞ୍ଚସ୍ଥ କରାଯାଇଛି। ଏଥିରେ ମୁଖ୍ୟ କଳାକାର ଭାବେ, ଭାଲୁ କଳସ ମହିରାବଣ ଚରିତ୍ର ବହୁ ହୃଦୟ ସ୍ପର୍ଶି ଏବଂ ଚିତାକର୍ଶକ ହୋଇଥିଲା। ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଦର୍ଶକ ଙ୍କୁ ଶେଷ ସମୟ ପଯ୍ୟନ୍ତ ବାନ୍ଧି ରଖିଥିଲା। ତା ସହିତ ହନୁମାନ ଚରିତ୍ରରେ ଟିଙ୍କୁ ନିଃସଙ୍କ ଏବଂ ଅନ୍ୟ ଚରିତ୍ର ମାଧ୍ୟମରେ ଭିର୍ଣ୍ଣ ଚରିତ୍ର ପରିବେଷଣ କରିଥିଲେ, ନିଧେଶକ ଭାବେ ପର୍ଶୁ ଖଣ୍ଡେଇତରାୟ ଏହାକୁ ପରିଚାଳନା କରିଥିଲେ, ଆଜି ସେହି ରାମଲିଳା ମହୋତ୍ସବ ର ଅନ୍ତିମ ରାତ୍ରରେ ରାବଣ ବଧ ଏବଂ ରାବଣ ପୋଡି ମହୋତ୍ସବ ପାଳନ କରାଯିବ ଏବଂ କାଲି ଏହାର ଉଯାପନୀ ମହୋତ୍ସବ ପାଳନ କରାଯିବ।

Leave a Reply

Your email address will not be published. Required fields are marked *