ଭୁବନେଶ୍ୱର, ୦୨/୦୪/୨୦୨୪ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ୨୦୨୪ ନିର୍ବାଚନ ପାଇଁ ୧୧୨ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେପି । ଅବଶିଷ୍ଟ ୩୫ ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ ।
ଜାଣନ୍ତୁ କିଏ କେଉଁଠୁ ହେଲେ ପ୍ରାର୍ଥୀ –
Odisha News # Latest Odisha News # Odisha Breaking News # Odisha Current News # Odisha News .Odia News