ଅଶ୍ୱିନୀ ବୈଷ୍ଣବ ପୁଣିଥରେ ଓଡ଼ିଶାରୁ ରାଜ୍ୟ ସଭା ପ୍ରାର୍ଥୀ, ବିଜେଡ଼ି ଦେବ ସମର୍ଥନ

                                                 ଗୁରୁବାର ନାମାଙ୍କନ ଭରିବେ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର, ୧୪/୦୨/୨୦୨୪ (ଓଡ଼ିଶା ସମାଚାର)- ଓଡିଶାରୁ ରାଜ୍ୟ ସଭାକୁ ଯିବେ ୩ ପ୍ରାର୍ଥୀ । ପୂର୍ବରୁ ବିଜେଡି ପକ୍ଷରୁ…

କଟକ ସଂସଦୀୟ କ୍ଷେତ୍ରର ଵିଜେପି କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଲେ ମଧ୍ୟପ୍ରଦେଶ ପୂର୍ବତନ ମୂଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈ।ହାନ

                                                ସୈ।ଜନ୍ୟ ମୂଳକ ସାକ୍ଷାତ କଲେ ପ୍ରକାଶ ସେଠୀ କଟକ ସଦର , ୧୪/୦୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆସନ୍ତା ସାଧାରଣ ନିର୍ବାଚନରେ ଵିଜେପି ପ୍ରାର୍ଥୀଙ୍କୁ…

ଜଗତସିଂହପୁରରେ ବିଜେପି ନେତା ଶିବରାଜ ସିଂ ଚୌହାନ

ଜଗତସିଂହପୁର, ୧୩/୦୨/୨୦୨୪ (ଓଡ଼ିଶା ସମାଚାର)- ଜଗତସିଂହପୁର ସଦର ମହକୁମା ସ୍ଥିତ ଡାକ ବଙ୍ଗଳା ଛକ ସମ୍ମୁଖରେ ଥିବା ପଡିଆ ଠାରେ ବିଜେପି ପକ୍ଷରୁ ଆୟୋଜିତ ଲୋକସଭା ସ୍ତରୀୟ…

ଛଣଗିରି ଠାରେ ବିଜେପି ର ବୁଥସ୍ତରୀୟ ବୈଠକ

 ନିରାକାରପୁର, ୧୩/୦୨/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ   ଛଣଗିରି ଗୋପାଳ ମଠ ଠାରେ  ବିଜେପି  ମଣ୍ଡଳ ସଭାପତି ବିପିନ ପାଲଟା ସିଂଙ୍କ  ନେତୃତ୍ୱରେ ବିଜେପିର   ବୁଥସ୍ତରୀୟ ବୈଠକ …

ଫେବୃୟାରୀ ୧୬ କୃଷକ-ଶ୍ରମିକ ଦେଶବ୍ୟାପୀ ଧର୍ମଘଟକୁ ସିପିଆଇ(ଏମ) ସମର୍ଥନ କରିବ

କେନ୍ଦ୍ରାପଡ଼ା, ୧୩/୦୨/୨୦୨୪ (ଓଡ଼ିଶା ସମାଚାର)- ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଗତ ୯ବର୍ଷ ମଧ୍ୟରେ ଲଗାତାର ଭାବେ ଶ୍ରମିକ-କୃଷକ ମାରଣ ନୀତି ନେବା ସହିତ କୃଷି ଓ…

 ରାଜବଂଶୀ ଙ୍କ ଗ୍ରାମ୍ୟ ପରିକ୍ରମା ଅଭିଯାନ ଶୁଭାରମ୍ଭ 

ଯାଜପୁର,୧୨/୦୨/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର )- ନିର୍ବାଚନ ମଣ୍ଡଳୀ ର ଯୁବ ଭାଜପା ନେତା , ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ  ଶ୍ରୀ ରତିକାନ୍ତ…

ହଜରେ କଂଗ୍ରେସକର୍ମୀ ସମ୍ମିଳନୀ

 ନିରାକାରପୁର,୧୧/୦୨/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧାଜିଲା ବେଗୁନିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହଜଠାରେ ବେଗୁନିଆ ବ୍ଲକର ୨୪ନମ୍ବର ଜିଲାପରିଷଦ ଜୋନର କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ହଜ…

ବିଜେଡି ନେତ୍ରୀ ବାସନ୍ତୀଙ୍କ ରୋଡ଼ଶୋ ଓ ହୃଦୟଯୋଡ ଯାତ୍ରା ।

ନିରାକାରପୁର,୧୧/୦୨/୨୦୨୪ (ଓଡ଼ିଶା ସମାଚାର)-ସାଧାରଣ ନିର୍ବାଚନ ଆଉ କେତଟା ମାସ ବାକି ଥିବାବେଳେ ବିଜୁ ଜନତା ଦଳର ଆଶାୟୀ ପ୍ରାର୍ଥୀ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି…

ବିଜୁ ବାବୁଙ୍କୁ ଭାରତ ରତ୍ନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର, ୦୯/୦୨/୨୦୨୪ (ଓଡ଼ିଶା ସମାଚାର)-୭୭ବର୍ଷ ସ୍ୱାଧୀନତା ପରେ ମଧ୍ୟ ଜଣେ ବି ଓଡ଼ିଆ ଭାରତରତ୍ନ ପାଇପାରିଲେ ନାହିଁ । ୨୦୧୪ ମସିହାରେ ଆପଣଙ୍କ ସରକାର କ୍ଷମତାସୀନ ହେଲାପରେ…