ଜଳବାୟୁ – ପ୍ରତିରୋଧୀ ଜୀବିକା ଓ ମହିଳା – ନେତୃତ୍ୱ କୃଷିକୁ ସୁଦୃଢ କରିବାକୁ ପୁରୀ ଠାରେ ୨ୟ ଡିଏଲ୍ ସିସି ବୈଠକରେ ନଅଟି ବିଭାଗ ଏକତ୍ରିତ ହେଲେ
ପୁରୀ, ୧୫/୦୫/୨୦୨୬ (ଓଡ଼ିଶା ସମାଚାର)- ଜଳବାୟୁ ପରିବର୍ତ୍ତନ ଗ୍ରହଣୀୟତା ନିମନ୍ତେ ତଥ୍ୟ ବିଜ୍ଞାନର ସ୍ଥାନୀୟକରଣ ପ୍ରକଳ୍ପ ( ଏଲ୍ ଡିଏସସିସିଏ)ଅଧୀନରେ ୨ୟ ଜିଲ୍ଲାସ୍ତରୀୟ ସମନ୍ଵୟ ବୈଠକ (ଡିଏଲ୍…
