ଲଗାଣ ବର୍ଷାରେ ଫସଲ ନଷ୍ଟ,ଚାଷୀକୂଳ ହତାଶ

କ୍ଷତିଗ୍ରସ୍ଥ ଚାଷୀଙ୍କୁ ସରକାରୀ ସହାୟତା ଦାବି ନିଆଳୀ,୨୨/୧୨/୨୦୨୪ (ଓଡ଼ିଶା ସମାଚାର)- ନିଆଳୀ ବ୍ଲକରେ ଅଦିନିଆ ଲଗାଣ ବର୍ଷାଯୋଗୁଁ ଚାଷୀକୂଳ ହତାଶ.ଧାନ ଫସଲ ଅମଳ ସମୟରେ ହଠାତ କ୍ଷତିର…

ପାଣି ପଂଚାୟତ ସଚେତନତା ରଥ ପରିକ୍ରମା କରିବ କେନ୍ଦ୍ରାପଡ଼ା ଜିଲା

କେନ୍ଦ୍ରାପଡ଼ା,୨୨/୧୨/୨୦୨୪ (ଓଡ଼ିଶା ସମାଚାର)- ଓଡ଼ିଶା ସରକାରଙ୍କ ନିର୍ଦ୍ଧେଶକ୍ରମେ କେନ୍ଦ୍ରାପଡା ଜଳସମ୍ପଦ ବିଭାଗ ପକ୍ଷରୁ ପାଣି ପଂଚାୟତ ପକ୍ଷ ୨୨ତାରିଖ ଠାରୁ ଜାନୁଆରୀ ମାସ ୫ତାରିଖ ପର୍ଯ୍ୟନ୍ତ ପାଳନ…

ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ; ଗଡ଼ିଲା ପାଣିପଞ୍ଚାୟତ ରଥ : ଜଳର ସର୍ବୋତ୍କୃଷ୍ଟ ବିନିଯୋଗ କରିବାକୁ ପରାମର୍ଶ

ଜଗତସିଂହପୁର,୨୨/୧୨/୨୦୨୪ (ଓଡ଼ିଶା ସମାଚାର)- ଚାଷୀମାନଙ୍କୁ ସଙ୍ଗଠିତ କରିବା ସହ ପାଣିପଞ୍ଚାୟତ ମାଧ୍ୟମରେ ସେମାନେ ଜଳସେଚନ ସୁବିଧା ପାଇ ଯେଭଳି ସ୍ୱାବଲମ୍ବୀ ହୋଇପାରିବେ, ଏ ଦିଗରେ ସଚେତନତା ସୃଷ୍ଟି…

ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

ଭୂବନ,୨୨/୧୨/୨୦୨୪ (ଓଡ଼ିଶା ସମାଚାର)- ରେଙ୍ଗାଳି ବାମ କେନାଲ ବିଭାଜନ ସଂଖ୍ୟା ୪ ,ଭୁବନ ଆନୁକୂଲ୍ୟରେ ସେଚାଞ୍ଚଳ କୃଷକ ତାଲିମ କେନ୍ଦ୍ର ଠାରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ…

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକୃତ କୃଷକ ମାନଙ୍କ ପାଇଁ ସୂଚନା

ଭୁବନେଶ୍ୱର,୨୨/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିଗତ ଦୁଇ ଦିନ ଧରି- ଅନୁଗୁଳ, ବାଲେଶ୍ଵର, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଦେଓଗଡ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ,…

ଜଗନ୍ନାଥ କୃଷକ ସେବା ସମବାୟ ସମିତିରେ ମଣ୍ଡି ସମିକ୍ଷା କଲେ ମନ୍ତ୍ରୀ

ଫୁଲନଖରା ୨୧/୧୨/୨୦୨୪ (ଓଡ଼ିଶା ସମାଚାର)-ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଆଜି ସରକାରୀ କାର୍ଯ୍ୟକ୍ରମରେ ଆସି ବ୍ରାହ୍ମଣଝରିଲୋ ସ୍ଥିତ ଶ୍ରୀଜଗନ୍ନାଥ କୃଷକ…

ଶୀତ ଭିତରେ ବର୍ଷାର ଦାଉ,ବିଲରେ ଭିଜିଲା ପାଚିଲା ଧାନ, କଟକ ସଦର ଚାଷୀଙ୍କ ମୁଣ୍ଡରେ ଚଡ଼କ!

କଟକ ସଦର,୨୧/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବଙ୍ଗୋପସାଗର ରେ ଲଘୁଚାପ ରୁ ଅଵପାତ ଫଳରେ ଶୀତ ଭିତରେ ବର୍ଷାର ଦାଉ କଟକ ସଦର ଅଞ୍ଚଳର ଚାଷୀଙ୍କ…

ଓଡିଶା ପକ୍ଷରୁ ଆୟୋଜିତ ଆଞ୍ଚଳିକ ସହଭାଗୀତା ଏବଂ ଦକ୍ଷିଣ ଏସୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସାମଗ୍ରିକ କୃଷି ରୂପାନ୍ତରଣ  ନୀତି ଅଗଗ୍ରତି ପ୍ରସଙ୍ଗରେ ଗୋଲଟେବୁଲ ବୈଠକର ଆୟୋଜନ

ଭୁବନେଶ୍ୱର, ୨୦/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆନ୍ତର୍ଜାତିକ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ (IFPRI) ଏବଂ ଆନ୍ତର୍ଜାତିକ କୃଷି ଅନୁସନ୍ଧାନ ଗୋଷ୍ଠୀ ସଙ୍ଗଠନ (CGIAR)ର  ପ୍ରଯୋଜିତ ପଦକ୍ଷେପ…

କଟକ ସଦର: ଷଣ୍ଢ ମାଙ୍କଡଙ୍କ ଦୈ।ରାତ୍ରରେ ଚାଷୀକୂଳ ହତାଶ 

କଟକ ସଦର,୨୦/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅଞ୍ଚଳରେ ଷଣ୍ଢ ଓ ମାଙ୍କଡ ପଲଙ୍କ ଦୈ।ରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଚାଷୀକୂଳ ହତାଶ…

ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ ଦ୍ୱାରା କୃଷକମାନଙ୍କର ତାଲିମଦାତାଙ୍କ ପାଇଁ ପ୍ରଶିକ୍ଷଣ

ଭୁବନେଶ୍ୱର, ୧୯/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟ ଜଳ ସମ୍ପଦ ବିଭାଗ ଅଧିନସ୍ଥ କଟକ ଜିଲ୍ଲାର ପ୍ରତାପନଗରୀସ୍ଥିତ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ (ୱାଲମୀ), ଓଡ଼ିଶା…