କୃତ୍ରିମ ବୁଦ୍ଧିମତାର ପ୍ରୟୋଗରେ କୃଷକଙ୍କୁ ସମୟୋପଯୋଗୀ କୃଷି ସୂଚନା ପ୍ରଦାନ କରି ଉତ୍ପାଦନରେ ଅଭିବୃଦ୍ଧି ପାଇଁ ସରକାର ସର୍ବଦା ଚେଷ୍ଟିତ- ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହଦେଓ
ଭୁବନେଶ୍ୱର,୦୬ /୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କୃତ୍ରିମ ବୁଦ୍ଧିମତାର ପ୍ରୟୋଗରେ କୃଷିଭିତ୍ତିକ ଭୌଗଳିକ ତଥ୍ୟକୁ ଅନୁଧ୍ୟାନ କରି ଚାଷୀଙ୍କୁ ଆଗୁଆ ସୂଚନା ପ୍ରଦାନ କରିବା ପାଇଁ ଏଏମଏନଇଏକ୍ସ…
