ଜାତୀୟ ସ୍ୱେଚ୍ଛ।କୃତ ରକ୍ତଦାନ ଦିବସ

ଜଗତସିଂହପୁର ୦୧/୧୦/୨୦୨୪ (ଓଡ଼ିଶା ସମାଚାର)-ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତୃଘ୍ନ ଦାଶଙ୍କ ଅଧକ୍ଷତାରେ ଜାତୀୟ ସ୍ୱେଚ୍ଛ।କୃତ ରକ୍ତଦାନ ଦିବସ…

ଉତ୍କଳ ହସ୍ପିଟାଲରେ ବିଶ୍ବ ହୃଦୟ ଦିବସ।

ଭୁବନେଶ୍ୱର,୨୯/୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ୱର ନିଳକ୍ଷଦ୍ରି ବିହାରରେ ଅବସ୍ଥିତ ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ ହୋଇଯାଇଅଛି । ଓଡ଼ିଶାରେ- ହୃଦ୍‌ରୋଗ ବିଷୟରେ ସଚେତନତା…

ଓଡିଶା ନର୍ସିଂ କର୍ମଚାରୀ ସଂଘର ୧୦ଦଫା ଦାବିରେ ବିକ୍ଷୋଭ

କେନ୍ଦ୍ରାପଡ଼ା, ୨୮/୯/୨୦୨୪ (ଓଡ଼ିଶା ସମାଚାର)- ଓଡିଶା ନର୍ସିଂ କର୍ମଚାରୀ ସଂଘ କେନ୍ଦ୍ରାପଡା ଜିଲା ଶାଖା ପକ୍ଷରୁ ଶ୍ୟାମଗୁଡିଆସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ୧୦ଦଫା ସମ୍ବଳିତ ଦାବିରେ…

ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ୨.୦

ଜଗତସିଂହପୁର,୨୮/୯/୨୦୨୪ (ଓଡ଼ିଶା ସମାଚାର)-ତା୨୭.୦୯.୨୪ରିଖ ଦିନ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହରେ ଅତିରିକ୍ତ ଜ଼ିଲ୍ଲାପାଳ ସନ୍ଦୀପ କୁମାର ରାଉତଙ୍କ ଅଧ୍ୟକ୍ଷତା ରେ ଅଣସଂକ୍ରାମକ ରୋଗର ମାସିକ ବୈଠକ ଅନୁଷ୍ଠିତ…

ଜ଼ିଲ୍ଲା ସ୍ତରୀୟ ବିଶ୍ୱ ଜଳାନ୍ତକ ଦିବସ ପାଳନ

ଜଗତସିଂହପୁର ୨୮/୯/୨୦୨୪ (ଓଡ଼ିଶା ସମାଚାର)-ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହ ଠାରେ ବିଶ୍ୱ ଜଳାନ୍ତକ ଦିବସ ଜ଼ିଲ୍ଲା ମୁଖ୍ୟଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘନ ଦାଶଙ୍କ ଅଧ୍ୟକ୍ଷତାରେ…

ସୁଜନପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଆୟୁଷ୍ମାନ ଆରୋଗ୍ୟ ଶିବିର  ଅନୁଷ୍ଟିତ ।

ଯାଜପୁର,୨୮/୯/୨୦୨୪ (ଓଡ଼ିଶା ସମାଚାର ସୁରେଶ କୁମାର କର ) – ଭାରତ ସରକାର ଦ୍ବାରା ପରିଚାଳିତ ଆୟଷ୍ମାନ ଆରୋଗ୍ୟ ଶିବିର କାର୍ଯକ୍ରମ ଜରିଆରେ  ଆଜି ସୁଜନପୁର ପ୍ରାଥମିକ ସ୍ବାସ୍ଥ୍ୟ…

ବିଶ୍ୱ ତମାଖୁ ବର୍ଜନ ପକ୍ଷରେ ଉତ୍ତମ ପ୍ରଦର୍ଶନ କରି ଓଡିଶା ପାଇଲା ୨ୟ ସ୍ଥାନ

ଭୁବନେଶ୍ୱର, ୨୬/୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିଶ୍ୱ ତମାଖୁ ବର୍ଜନ ଦିବସ – ୨୦୨୪ ଉପଲକ୍ଷେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଉତ୍ତମ ପ୍ରଦର୍ଶନକରୀ ଓଡିଶା ଦେଶରେ ଦ୍ୱିତୀୟ…

ଉପଖଣ୍ଡ ଚିକିସôାଳୟ ପରିସରରେ ସେବିକା ସଂଘର ଧର୍ମଘଟ

ବାଲିଗୁଡା, ୨୬ /୯/୨୦୨୪ (ଓଡ଼ିଶା ସମାଚାର)-୧୦ଦଫା ଦାବି ନେଇ ବାଲିଗୁଡା ଉପଖଣ୍ଡର ନର୍ସିଂକର୍ମଚାର ଦୁଇଦିନ ଧରି ଧର୍ମଘଟରେ ବସିଛନ୍ତି ।ଏହି ଦଶଦଫା ଦାବି ଗୁଡିକ ହେଲା ୨୦୧୩…

କଟକ ସଦର ଵ୍ଲକରେ ” ସ୍ୱଚ୍ଛତା ହିଁ ସେଵା” ପକ୍ଷ ପାଳନ ଅବସରରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର 

କଟକ ସଦର, ୨୬ /୯/୨୦୨୪ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ସାରା ଦେଶରେ ‘ସ୍ୱଛତା ହିଁ ସେଵା’ ପକ୍ଷ ପାଳନ ଅବସରରେ କଟକ ସଦର ଵ୍ଲକରେ ଆଜି…

ହାଇଡ୍ରୋସିଲ ରୋଗୀ ଙ୍କ ମାଗଣା ଅସ୍ତ୍ରୋପଚାର ଶିବିର

ଭୁବନ ,୨୪/୯/୨୦୨୪ (ଓଡ଼ିଶା ସମାଚାର)-ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ହାଇଡ୍ରୋସିଲ ରୋଗୀଙ୍କ ମାଗଣା ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସ୍ତରୀୟ ଅଭିଜ୍ଞ ସର୍ଜରୀ ବିଶେଷଜ୍ଞ…