ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ,ଏଚଏମପିଭି ଭୁତାଣୁନେଇ ଭୟଭୀତ ହୁଅନ୍ତୁ ନାହିଁ
ସଚେତନ ରୁହନ୍ତୁ – ସୁରକ୍ଷିତ ରୁହନ୍ତୁ ଭୁବନେଶ୍ୱର, ୦୬/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତ ସରକାରଙ୍କ ଆଇଡିଏସପି-ଏନସିଡିସି (Integrated Disease Surveillance Programme – National Centre…
