ହିଞ୍ଜିଳିକାଟୁ CDPO କାର୍ଯ୍ୟାଳୟର ସୁପରଭାଇଜର ଏବଂ କର୍ମଚାରୀ ୩୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ି ଗିରଫ
କଟକ,୨୦/୦୯/୨୦୨୬ (ଓଡ଼ିଶା ସମାଚାର)- ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ସ୍ଥିତ CDPO କାର୍ଯ୍ୟାଳୟର ICDS ସୁପରଭାଇଜର ଏବଂ କର୍ମଚାରୀଙ୍କୁ ଏକ ଅଙ୍ଗନୱାଡ଼ି କେନ୍ଦ୍ରର ଘର ଭଡ଼ା ମଞ୍ଜୁର କରିବା…
